ଓଡିଶା ଏଡ୍ସ କଣ୍ଟ୍ରୋଲ ସୋସାଇଟ ର ପ୍ରକଳ୍ପ ନିର୍ଦ୍ଦେଶକ ହେଲେ ଡାକ୍ତର ସନ୍ତୋଷ ସ୍ବାଇଁ

ଭୁବନେଶ୍ୱର ତା,୦୫/୦୨ ଅଭିମନ୍ୟୁ ସାହୁ
ଓସାକ୍ସ ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଡାକ୍ତର ସନ୍ତୋଷ ସ୍ବାଇଁ ଦାୟିତ୍ଵ ନେଇଥିଲା ବେଳେ ତାଙ୍କୁ ଓସାକସ ର ଅଧିକାରୀ ଓ କର୍ମଚାରୀ ମାନେ ସ୍ବାଗତ କରିଛନ୍ତି ଓ ଏଡ୍ସ ପରି ଏକ ମହାମାରୀ ବିରୁଦ୍ଧ ରେ ଦିର୍ଘ ଦିନ ଧରି ସଂଗ୍ରାମ ଚଳାଇଥିବା ଓଷାକ୍ସ ର ବିଭିନ୍ନ କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ତେବେ ଏଚ ଆଇ ଭି କୁ ଦୂରୀକରଣ ପାଇଁ ଅନୁଷ୍ଠାନ ର ପ୍ରୟାସ କୁ ଆହୁରି ତ୍ଵରାନିତ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତଙ୍କୁ ପରାମର୍ଶ ଦେବା ସହ ସ ମ ସ୍ତ ଙ୍କ ସହଯୋଗ କା ମ ନା କରିଥିଲେ ।

ରାଜ୍ୟ କୁ ୨୦୩୦ ସୁଦ୍ଧା ଏଡ୍ସ ମୁକ୍ତ କରିବାକୁ ଜାତିସଙ୍ଘ ର ପରାମର୍ଶ କୁ ସାକାର କରିବାକୁ ସକାରାତ୍ମକ ଦିଗରେ ସମସ୍ତ ଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ସ୍ବାଇଁ ଙ୍କ ପରାମର୍ଶ ।


ପୂର୍ବରୁ ଡାକ୍ତର ସ୍ବାଇଁ ରାଉରକେଲା ସରକାରୀ ଡାକ୍ତର। ଖାନା ରେ ନିର୍ଦ୍ଦେଶକ ଥାଇ ସୁନାମ ଅର୍ଜନ କରିଥିଲା ବେଳେ ଆମ୍ ହସ୍ପିଟାଲ ପରିଚାଳନା ସୁଚାରୁ ରୂପେ ସଂପାଦନ କରିଥିଲେ ।
ସୂଚନାଯୋଗ୍ୟ ଯେ ଡାକ୍ତର ଉର୍ମିଳା ମିଶ୍ର ଗତ ଜାନୁଆରୀ ୩୧ ରେ ଓସlକ୍ସ ଅବସର ନେଲା ପରେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଡାକ୍ତର ସ୍ବାଇଁ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.

five × 3 =