About Us

ଭଏସ ଅଫ କମନ୍ସ ( registered with R,N,I Govt of India as Periodical News Paper)

voiceofcommons.in

ଭଏସ ଅଫ କମନ୍ସ ହେଉଛି ସାଧାରଣ ମାମୁଲି ମଣିଷର ଏକ ସଂଗଠନ ଯିଏ ସାଧାରଣ ମଣିଷର ସତ୍ୟବଦ୍ଧ୍ ସ୍ୱର କୁ ସାଧାରଣ ଭାବେ ଲୋକ ଲୋଚନକୁ ଆଣିବା ସହ ସମାଜ କୁ ସତ୍ୟ ଶାନ୍ତି ସାମାଜିକ ସଶକ୍ତିକରଣ ରେ ତାର ସୃଜନଶୀଳ ଧାରା କୁ ଅବ୍ୟାହତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ।ତେବେ ଉଭୟ ଇଁରାଜୀ ଓ ଓଡ଼ିଆ ଭାଷା ରେ ଏକ ମାସିକ ଚେତନା ଧର୍ମୀ ସମ୍ବାଦ ପତ୍ରିକା ଭାବେ ଭାରତ ସରକାର ଙ୍କ ଠାରୁ ଅନୁମତି ପାଇ ସରିଲା ପରେ ଓ ଅନୁବନ୍ଧିତ ହେଲା ପରେ ଏହାର ସଂଚାର ପୃଷ୍ଠା ରେ ଏହା ପାଠକ ଓ ଦର୍ଶକ ଙ୍କ ପାଖରେ ପହଞ୍ଚିବା ସହ ସତ୍ୟ ସଂସ୍କାର ସଂସ୍କୃତି ସେବା ସଚେତନତା କୁ ଆଧାର କରି ଆପଣ ମାନଙ୍କ ଶ୍ରଦ୍ଧା ପାଇବା ଆରମ୍ଭ କରିଛି । ପାଠକୀୟ ସ୍ଵୀକୃତି ଓ ବିଶ୍ୱାସ ଆମର ଅଭିଯାନକୁ ଆହୁରି ମୁଖର କରିବ ବୋଲି ଆମେ ଆଶାବାଦୀ

। ଭଏସ ଅଫ କମନ୍ସ ର ସମ୍ପାଦନା ମଣ୍ଡଳୀ