ଭଏସ ଅଫ୍ କମନ୍ସ ୨୫/୦୮
ସେବା ଦେବା ରେ ସରକାରୀ ବାବୁ ବିଲମ୍ୱ କଲେ ଦେବେ ଜୋରିମାନା
ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଲୋକାଭିମୁଖୀ ଉତ୍ତରଦାୟୀ ଓ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆ ନ ଗଲେ ସମ୍ପୃକ୍ତ ଅଧିକାରୀଙ୍କୁ ଙ୍କୁ ଦାୟୀ କରି ଜରିମାନା ଗଣିବାକୁ ପଡ଼ିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି । ପୁନଶ୍ଚ
ଏହି ଆର୍ଥିକ ଦଣ୍ଡ ରାଶି ଅଧିକାରୀଙ୍କ ଦରମାରୁ କାଟି ନିଆଯିବା ର ବ୍ୟବସ୍ଥା ହୋଇଛି ।
ଓଡ଼ିଶା ଜନସେବା ଅଧିକାର ଆଇନରେ ‘ଅଟୋ ଅପିଲ୍ ସିଷ୍ଟମ’ ବ୍ୟବସ୍ଥା ଲାଗୁ ହୋଇ ଥିଲା ବେଳେ ଏହା ମାଧ୍ୟମରେ ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଆବେଦନଟି ସ୍ୱୟଂଚାଳିତ ଭାବେ ଉଚ୍ଚ ଅଧିକାରୀଙ୍କ ନିକଟକୁ ଅପିଲ୍ ପାଇଁ ଯିବ।
ସେବା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗିପାରେ। ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ। ଙ୍କ ଉଦାସୀନତା ପାଇଁ ସାଧାରଣ ଜନତା ଙ୍କ ପାଇଁ ଅନେକ ସେବା ବିଲମ୍ୱିତ ହେଉଛି ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆ ନ ଗଲେ ସମ୍ପୃକ୍ତ ଅଧିକାରୀଙ୍କୁ ଙ୍କୁ ଦାୟୀ କରି ଜରିମାନା ଗଣିବାକୁ ପଡ଼ିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି । ପୁନଶ୍ଚ
ଏହି ଆର୍ଥିକ ଦଣ୍ଡ ରାଶି ଅଧିକାରୀଙ୍କ ଦରମାରୁ କାଟି ନିଆଯିବା ର ବ୍ୟବସ୍ଥା ହୋଇଛି ।
ଓଡ଼ିଶା ଜନସେବା ଅଧିକାର ଆଇନରେ ‘ଅଟୋ ଅପିଲ୍ ସିଷ୍ଟମ’ ବ୍ୟବସ୍ଥା ଲାଗୁ ହୋଇ ଥିଲା ବେଳେ ଏହା ମାଧ୍ୟମରେ ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଆବେଦନଟି ସ୍ୱୟଂଚାଳିତ ଭାବେ ଉଚ୍ଚ ଅଧିକାରୀଙ୍କ ନିକଟକୁ ଅପିଲ୍ ପାଇଁ ଯିବ।
ସେବା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗିପାରେ। ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ।