ଭୀଷଣ ବର୍ଷା ଓ ବାତ୍ୟା ର ସମ୍ଭାବନା ଭିତରେ ମୃତତ୍ମା ଙ୍କ ପାଇଁ ରକ୍ତ ଦାନ ଶିବିର
ବର୍ଷିୟାନ୍ ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଚନ୍ଦ୍ର ଶେଖର ସାହୁ ଙ୍କ ପରଲୋକ ର ଏକାଦଶ ଦିନ ଦିଆଗଲା ରକ୍ତଦାନ ରେ ଶ୍ରଦ୍ଧାଞ୍ଜଳି
ବର୍ଷୀୟାନ ଧର୍ମ ପରାୟଣ ବୟୋଜ୍ୟେଷ୍ଠ ସ୍ୱର୍ଗତ ଚନ୍ଦ୍ର ଶେଖର ସାହୁ ଙ୍କ ସ୍ମୁତି ରେ ନିଆରା ଭାବରେ ରେ ଶ୍ରଦ୍ଧାଞ୍ଜଳି ଆୟୋଜିତ ହୋଇ ଥିଲା ବେଳେ ସ୍ୱେଚ୍ଛାସେବୀ ସଂଗଠନ ସାହା ଓ ମା ରଧଦେବି ଦତ୍ତ ନ୍ୟାସ ମିଳିତ ପ୍ରୟାସ ଓ ସତ୍ୟ ମେବ ଜୟତେ ର ସହଯୋଗ ରେ କୁଆଁପାଲ କୁବୁଣ୍ଡା କଲ୍ୟାଣ ପୂର୍ ରେ ରେଡକ୍ରସ ସହଯୋଗ ରେ ଆୟୋଜିତ ହୋଇ ଯାଉଛି ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର