ପ୍ରଦୂଷଣ ସଂକ୍ରାନ୍ତୀୟ ମାମଲା ରେ ଯାଜପୁର ଜିଲ୍ଲାପାଳ ଓ ଏସ ପି ଙ୍କୁ ଡମ୍ପିଙ୍ଗ ବନ୍ଦ ଙ୍କୁ ସୁନିଶ୍ଚିତ କରିବାକୁ ମାନ୍ୟବର ଏନ୍ ଜି ଟି ର କଲିକତା ବେଞ୍ଚ ଙ୍କ ନିର୍ଦ୍ଦେଶ

ରାଜ୍ୟ ପ୍ରଦୂଷଣ ବୋର୍ଡ ର ସଦସ୍ୟ ସଚିବ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ

ଯାଜପୁର ଜିଲ୍ଲା ରେ ଅବସ୍ଥିତ କେ ଏଲ ଆର ପ୍ରାଇଭେଟ୍ ଲିମିଟେଡ ଏହାର ଚାର୍ଜ କ୍ରୋ ମ୍ ଫ୍ୟାକ୍ଟ୍ରି ରୁ ବାହାରୁଥିବା ଅବଶିଷ୍ଟାଂଶ ରେ ଏକ ମହାବିଦ୍ୟାଳୟ ରେ ଥିବା ପୋଖରୀ ପୋତା ଯାଉଥିଲା ବେଳେ ସ୍ଥାନୀୟ ଲୋକ ଏହା ପରିବେଶ ଓ ପାନୀୟ ଜଳ ସ୍ରୋତ କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ପ୍ରଶାସନ କୁ ଜଣାଇ ଥିଲେ ।ତେବେ ଏଥିରେ ସୁଫଳ ନ ମିଳିବାରୁ ଜାତୀୟ ସବୁଜ ପ୍ରାଧିକରଣ ଙ୍କ ନ୍ୟାୟଳୟ ରେ ୬୨/୨୦୨୫/E Z , ରେ ସତୀଶ କୁମାର ବିଶ୍ୱାଳ ଦ

ମାନ୍ୟବର ଅଦାଲତ ଙ୍କ ଠାରେ ଏକ ମାମଲା ଦାଏର କରିଥିଲେ ।ଏହି ଅଭିଯୋଗ କୁ ବିଚାର କରି ମାନ୍ୟବର ଅଦାଲତ ଏକ ମଧ୍ୟବର୍ତ୍ତୀ କାଲିନ ନିର୍ଦ୍ଦେଶ ରେ ତୁରନ୍ତ ଡମ୍ପିଙ୍ଗ ବନ୍ଦ କତ କରିବା ଓ କଂପାନୀ କର୍ତ୍ତୃପକ୍ଷ ଓ ସଦସ୍ୟ ସଚିବ ରାଜ୍ୟ ପ୍ରଦୂଷଣ ବୋର୍ଡ ଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ୯/୧୨/୨୦୨୬ କୁ ସ୍ଥିର କରାଯାଇଛି ।

ତେବେ ଏହି ମାମଲା କୁ ସତୀଶ କୁମାର ବିଶ୍ୱାଳ ଙ୍କ ପକ୍ଷରୁ
ଆଡଭୋକେଟ୍ ଦେବଦତ୍ତ କାନୁନଗୋ ପରିଚାଳନା କରୁଛନ୍ତି

Leave A Reply

Your email address will not be published.