ପୋଲିସ ଅଧିକାରୀ ଲିଖିତ କାରଣ ନ ଜଣାଇ ଗିରଫ କଲେ ହେବ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ପୁଲିସ କୌଣସି ବ୍ୟକ୍ତି ଙ୍କୁ ଗିରଫ କରିବା ଆଗରୁ ତାଙ୍କୁ ଲିଖିତ ଭାବେ ଜଣାଇ କୁ ପଡିବ ବୋଲି ମାନ୍ୟବର ଉଚ୍ଚତମ ଅଦାଲତ ସ୍ପଷ୍ଠ କରିଛନ୍ତି ।

ଯଦି କୌଣସି ପୁଲିସ ଅଧିକାରି ଲିଖିତ କାରଣ ନ ଜଣାଇ କାହାକୁ ଗିରଫ କରନ୍ତି ତେବେ ତାଙ୍କ ବୁରୁଧ୍ୟ ରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମାନ୍ୟବର ଅଦାଲତ କହିଛନ୍ତି ।

Leave A Reply

Your email address will not be published.