ଭଏସ ଅଫ୍ କମନ୍ସ

ରାଜ୍ୟ ଆୟ ବ୍ୟୟ ଅଟକଳ ର ରୂପ ରେଖ

ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ ହୋଇଛି।
ବିଭିନ୍ନ ବିଭାଗ ପାଇଁ ବଜେଟ

ସ୍ବରାଷ୍ଟ୍ର ବିଭାଗ: ୮୬୪୧.୨୭ କୋଟି

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ: ୬୯୫.୭୨ କୋଟି

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ: ୧୭୫୧.୪୪ କୋଟି

ଆଇନ ବିଭାଗ: ୯୧୫.୪୨ କୋଟି

ଅର୍ଥ ବିଭାଗ: ୬୬୩୨୧.୮୯ କୋଟି
ବାଣିଜ୍ୟ ବିଭାଗ: ୧୯୫.୮୯ କୋଟି

ନିର୍ମାଣ ବିଭାଗ: ୧୦୯୫୦.୦୦ କୋଟି

ଓଡିଶା ବିଧାନ ସଭା: ୮୫.୯୮ କୋଟି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ: ୧୩୦୭.୭୫ କୋଟି

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ୨୪୭୬୪.୨୮ କୋଟି

ଅନିସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ: ୫୫୪୪.୧୮ କୋଟି

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ୧୯୭୨୯.୩୩ କୋଟି

ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ: ୯୮୬୮.୩୮ କୋଟି

ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ: ୩୧୦.୨୨ କୋଟି

କ୍ରୀଡା ଓ ଯୁବସେବା ବିଭାଗ:
୧୩୦୪.୯୫ କୋଟି

ଯୋଜନା ଓ ସଂଯୋଜନ ବିଭାଗ:
୧୨୦୪୩.୪୪ କୋଟି

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ: ୨୨୫୪୩.୩୩ କୋଟି

ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ: ୨.୮୦ କୋଟି

ଶିଳ୍ପ ବିଭାଗ: ୮୦୭.୬୩ କୋଟି
ଜଳ ସମ୍ପଦ ବିଭାଗ: ୧୩୨୬୭.୪୦ କୋଟି

ପରିବହନ ବିଭାଗ: ୩୦୯୬.୯୨ କୋଟି

ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ: ୧୨୨୯.୩୧ କୋଟି

କୃଷି ଓ କୃଷକ ସଶକ୍ତିକରଣ ବିଭାଗ: ୭୯୨୩.୮୭ କୋଟି

ଇସ୍ପାତ ଓ ଖଣି ବିଭାଗ: ୪୬୪.୪୬ କୋଟି

ସୂଚନା ଓ ଲୋକସମ୍ପର୍କ ବିଭାଗ: ୧୪୫.୮୦ କୋଟି

ଅବକାରୀ ବିଭାଗ: ୨୩୦.୨୨ କୋଟି
ବିଜ୍ଞାନ ଓ ବୈଷୟିକ ବିଭାଗ: ୧୨୬.୦୬ କୋଟି

ଗ୍ରାମ୍ୟ ଉନ୍ନୟନ ବିଭାଗ: ୯୩୩୦.୦୦ କୋଟି

ସଂସଦୀୟ ବ୍ୟାପାର ବିଭାଗ: ୮୫.୦୪ କୋଟି

ଶକ୍ତି ବିଭାଗ: ୩୩୫୧.୭୨ କୋଟି

ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ: ୨୬୧.୮୬ କୋଟି

ପର୍ଯ୍ୟଟନ ବିଭାଗ: ୮୧୭.୯୫ କୋଟି
ମତ୍ସ୍ୟ ଓ ପ୍ରାଣି ସମ୍ପଦ ଉନ୍ନୟନ

ବିଭାଗ: ୧୯୩୭.୬୫ କୋଟି
ସମବାୟ ବିଭାଗ: ୨୧୦୭.୯୯ କୋଟି

ସାଧାରଣ ଉଦ୍ୟୋଗ ବିଭାଗ: ୧୧.୫୪ କୋଟି

ମହିଳା ଓ ଶିଶୁ କଲ୍ୟାଣ ବିଭାଗ: ୫୦୧୫.୧୫ କୋଟି

ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା: ୩୭୩.୬୦ କୋଟି
ଉଚ୍ଚ ଶିକ୍ଷା ବିଭାଗ: ୩୪୬୯.୮୩ କୋଟି

ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ: ୧୫୮୨.୭୬ କୋଟି

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ: ୭୪୭.୧୫ କୋଟି

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ: ୪୬୯୮.୯୦ କୋଟି

ବିପର୍ଯ୍ୟୟ ପରିଚାଳନା ବିଭାଗ: ୩୯୭୦.୨୯ କୋଟି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୨୧୯.୮୨ କୋଟି

ମିଶନ ଶକ୍ତି ବିଭାଗ: ୨୭୬୦.୮୧ କୋଟି
ସର୍ବ ମୋଟ: ୨୫୫୦୦୦.୦୦ କୋଟି

Leave A Reply

Your email address will not be published.

3 × two =