ମାରାଧାଦେବୀ ଦତ୍ତ ନ୍ୟାସ ରେ କିଟ ଡିମ୍ ବିଶ୍ବବିଦ୍ୟାଳୟ ର ସ୍ମାତ୍ତୋକାେତ୍ତର ଜନସ୍ବାସ୍ଥ୍ୟ ବିଭାଗର ଛାତ୍ର ଛାତ୍ରୀ .. .ଗ୍ରାମୀଣ ସ୍ବାସ୍ଥ୍ୟ ସେବା ଉପରେ କଲେ ଜ୍ଞାନ ଆହରଣ

ମା ରାଧା ଦେବୀ ଦତ୍ତ ର ଗ୍ରାମୀଣ ଦାତବ୍ୟ ହୋମିଓ ସ୍ବାସ୍ଥ୍ୟ ସେବା ଓ ଭୌତିକ ଚିକିତ୍ସା ସେବା କେନ୍ଦ୍ର କୁ କିସ୍ ବିଶ୍ଵ ବିଦ୍ୟାଳୟ ର ଜନ ସ୍ବାସ୍ଥ୍ୟ ସେବା ବିଭାଗର ଛାତ୍ର ଛାତ୍ରୀ ସହକାରୀ ପ୍ରଫେସର ଡକ୍ଟର ପ୍ରତାପ ଜେନା ଙ୍କ ନେତୃତ୍ବରେ ରେ ଆସି ନ୍ୟାସ ପରିଦର୍ଶନ କରିବା ସହ ଡାକ୍ତରଖାନା। ବୁଲି ଦେଖିଛନ୍ତି ।

Leave A Reply

Your email address will not be published.

1 × 1 =