କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକା ଖାରଜ

କଟକ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ମଙ୍ଗଳବାର ରାଜ୍ୟ ର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଓସେପା ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ଖାରଜ କରି ଜିଲା ବାରି ତାଲିକା ପ୍ରସ୍ତୁତ କରି ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍‌‌ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ମାମଲା ଦାଏର ହୋଇଥିଲା। ଗତ ଜାନୁଆରୀ ୩୧ରେ ମାମଲାର ଶୁଣାଣି ଶେଷ କରି ରାୟ ସରଂଖିତ ରଖିଥିଲେ ମାନ୍ୟବର ନ୍ୟାୟାଳୟ

Leave A Reply

Your email address will not be published.

20 − 18 =