ଦଶରଥପୁର ସରସ୍ଵତୀ ଶିଶୁ ମନ୍ଦିର ରେ କୃତି ଛାତ୍ର ଦିବ୍ୟରାଜ ସମ୍ମାନିତ ହେଲେ

ମାହାଙ୍ଗା
କଟକ ଜିଲ୍ଲା ର ଅନ୍ୟତମ ପୁରାତନ ତଥା ଆଦର୍ଶ ଶିକ୍ଷା ଆନୁଷ୍ଟନ ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ଵର୍ ର ଅଷ୍ଟମ ଶ୍ରେଣୀ ର କୃତି ଛାତ୍ର ଦିବ୍ୟରାଜ ଙ୍କୁ ଯାଜପୁର ଜିଲ୍ଲା ର ଦଶରଥପୁର ର ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ରେ ସମ୍ମାନୀତ କରାଯାଇ ଥିଲା ବେଳେ ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ବହୁ ପୁରାତନ ଛାତ୍ର ଛାତ୍ରୀ ତାଙ୍କୁ ଶୁଭ କାମନା ଜଣାଇବା ସହ ଆଗାମୀ ଜୀବନରେ ଆହୁରି ସଫଳତା କାମନା କରିଛନ୍ତି ।

ଜଣେ କୃତି ଛାତ୍ର ଭାବେ ଦିବ୍ୟରାଜ ଏନ୍ ଏମ ଏମ ଏସ ବୃତ୍ତି ପାଇବା ସହ ବିଭିନ୍ନ କ୍ଷେତ୍ର ରେ ସେ ସଫଳତା ପାଇଛନ୍ତି । ଦିବ୍ୟରାଜ ଙ୍କ ପିତା ଦିନବନ୍ଧୁ ନାୟକ ସ୍ଥାନୀୟ ପଲିସାହି ପଞ୍ଚାୟତ ତୁଳସୀପୁର ଗାଁ ର ଜଣେ ବିଶିଷ୍ଟ ସମାଜସେବୀ ହୋଇଥିଲା ବେଳେ ମା ଜଣେ ଶିକ୍ଷୟିତ୍ରୀ ଅଟନ୍ତି ।

Leave A Reply

Your email address will not be published.

twenty − four =