ଭଏସ ଅଫ କମନ୍ସ

ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜ ର ପ୍ରକାଶକ ମୁଦ୍ରାକର ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଙ୍କ ସହ ପ୍ରଭୁଜୀ ଙ୍କ ସୌଜନ୍ ମୂଳକ ସାକ୍ଷାତ

୨୭/୦୩/ ମାହାଙ୍ଗା

ଶ୍ରୀ କୃଷ୍ଣ ଚେତନାର ପ୍ରଚାରକ ଶ୍ରୀ ପଞ୍ଚୁ ପାଣ୍ଡବ ଦାସ ଆଜି ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ଦୈନିକ ସମାଜ ର ପ୍ରକାଶକ ତଥା ମୁଦ୍ରାକର ଓ ଅଙ୍ଗଦାନ ରାଷ୍ଟ୍ରୀୟ ଅଭିଯାନ ର ମୁଖ୍ୟ ତଥା ସମାଜ ରିଲିଫ ର ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଙ୍କୁ ସମାଜ କାର୍ଯ୍ୟାଳୟ ରେ ଏକ ସୌଜନ ମୂଳକ ସାକ୍ଷାତ କରିଥିଲେ ।

ତେବେ ତାଙ୍କୁ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ସୂଚନାଯୋଗ୍ୟ ଯେ ଶ୍ରୀ ପଞ୍ଚୁ ପାଣ୍ଡବ ଦାସ ଙ୍କ ପତ୍ନୀ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିଖ୍ୟକ୍ ଥିଲା ବେଳେ ପ୍ରଭୁଜି ଭାବେ ପରିଚିତ ଶ୍ରୀ ପଞ୍ଚୁ ପାଣ୍ଡବ ଦାସ ନିଜ ଗାଁ ଖଲିକୋଟ ସମେତ ମାହାଙ୍ଗା ରେ ମଧ୍ୟ ଏକାଧିକ ସମାଜ ସେବାର ଅନୁଷ୍ଠାନ ସହ ଜଡ଼ିତ ହେବା ସହ ବହୁ ଜନହିତକର କାର୍ଯ୍ୟ ରେ ଲିପ୍ତ ରହି ବେଶ୍ ଲୋକ ପ୍ରିୟ ହୋଇଛନ୍ତି ।

Leave A Reply

Your email address will not be published.

three × two =