ଅନନ୍ୟ ଅଧିବକ୍ତା ଦେବ ଦତ୍ତ

ଦେବସୁଲଭ ଗୁଣ ରେ ଦିବ୍ୟ ଚେତନା ର ଯୁବକ ସେ
ସ୍କୁଲ ରୁ ଆରମ୍ଭ କରି ବହୁଦେଶୀୟ କମ୍ପାନୀ ରେ ଜଣେ ଇଂଜିନିୟର ବୃତ୍ତି ରେ ଉଚ୍ଚ ବେତନ ରେ ଚାକିରି କରିବା ପର୍ଯ୍ୟନ୍ତ ସବୁ ବେଳେ ସମାଜ ର ତୃଣମୂଳ ସ୍ତର ରେ ସେବା ସହ ଆବେଗିକ ସ୍ତର ରେ ଜଡିତ ଥିଲା ବେଳେ ସବୁ ବେଳେ ସମାଜ ପାଇଁ କିଛି କରିବାର ପୀଡ଼ା ରେ ଅଥୟ ହୁଅନ୍ତି । ଇଯିନୀୟରିଂ ଓ ବ୍ୟବସାୟ ପ୍ରଶାସନ ରେ

ଖ୍ୟାତନାମା ବିଶ୍ଵ ବିଦ୍ୟାଳୟ ରୁ ଉଚ୍ଚ ଶିକ୍ଷା ପାଈ ସରିଲା ପରେ କିଛି ଦିନ ଉଚ୍ଚ ପଦବୀ ରେ କାର୍ଯ୍ୟ କଳା ପରେ

ଲକ୍ଷାଧିକ ଟଙ୍କାର ଚାକିରୀ ର ମୋହ ଛାଡ଼ି ଆଈନ୍ ରେ
ସ୍ମାତୋକୋତ୍ତର ଶିକ୍ଷା ସାରି ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ରୁ ଅଧିକ ବୃତ୍ତି ଗତ ପାଠ ପଢ଼ି ସାରିଲ ପରେ ଏବେ ସୁପ୍ରିମ କୋର୍ଟ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରେ ଓକିଲାତି କରି ବହୁ ଜନସ୍ବାର୍ଥ ସମ୍ବଳିତ ମାମଲା ଏଇ ଛୋଟ ବୟସ ରି ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଆଜି ବି ଗାଁ କୁ ନେଇ ପରିବେଶ କୁ ନେଇ ସମାଜ ର ତକ ପାହାଚ ରେ ଥିବା ମଣିଷ ଙ୍କ ସ୍ବାର୍ଥ ପାଇଁ ଲଢ଼ିବାକୁ ପ୍ରତିଶ୍ରୁତିବଦ୍ଧ୍ ଦେବଦତ୍ତ ନିଜ ଗାଁ ସହ ରଖିଛନ୍ତି ଆବେଗିକ୍ ସମ୍ପର୍କ । ବୁବନେଶ୍ୱର୍ ରେ ସେ ପିଲାଦିନ କଟାଇ ଥିଲେ ବି ନିଜ ଗାଁ କୁ ପ୍ରାଣ ବତି ଭଲ ପାଆନ୍ତି ସେ ।

ତେବେ
ଆଗାମୀ ଦିନରେ ତାଙ୍କର ର ବଳିଷ୍ଠ ଯୁକ୍ତି ଓ ବୃତ୍ତିଗତ ମେଧା ସମ୍ବେଦନଶୀଳତା ର ଶାଣିତ ସ୍ୱର ମାନବିକ ଅଧିକାର ସୁରକ୍ଷା ଆଉ ପରିବେଶ ସୁରକ୍ଷା ଓ ଅନ୍ୟାନ
ସ୍ପର୍ଶ କାତର ପ୍ରସଙ୍ଗ ରେ ସମାଜ ଓ ତକ ପାହାଚ ର ମଣିଷ କୁ ସୁରକ୍ଷା ଦେବ ନିଶ୍ଚୟ

Leave A Reply

Your email address will not be published.

one + twenty =