ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵ ବିଦ୍ୟାଳୟ ରେ କୁଳପତି ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି

ପ୍ରଥମେ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଭକ୍ତି ଅର୍ଘ୍ୟ ଅର୍ପଣ କରି ଥିଲେ ।

ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କୁ ଦିଆ ଗଲା ଉତ୍ସସିତ ସମ୍ବର୍ଦ୍ଧନା।

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ଘଟାଇ ଏବେ ରାଜ୍ୟ ର ୧୪ ଟି ବିଶ୍ୱ ବିଦ୍ୟାଳୟ। ରେ ନୂତନ କୂଳପତି ଙ୍କୁ ମହାମହିମ ରାଜ୍ୟପାଳ ନିଯୁକ୍ତ ହୋଇ ଥିଲା ବେଳେ ମହାରାଜ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି କୁଳପତି ଭାବେ ନିଯୁକ୍ତି ପାଇ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି ଉପଲକ୍ଷେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ବୃକ୍ଷ ଉପହାର ଦିଆ ଯିବା ସହ ତାଙ୍କୁ ଉସ୍ଵସିତ ସମରଦ୍ଧନା ଦିଆ ଯାଇଛି।

Leave A Reply

Your email address will not be published.