ନୂତନ ଅପରାଧିକ ଆଇନ କୁ ସ୍ଵୀକୃତି ଦେଲେ ମହାମହିମ ରାଷ୍ଟ୍ରପତି ,,ବ୍ରିଟିଶ ସମୟ ର ଆଇନ ହେଲା ଅଚଳ ,,

ବିଗତ କିଛି ଦିନ ପୂର୍ବରୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ସ୍ଵୀକୃତି ପାଇଥିବା ତିନୋଟି ବିଲ ଆଜି ମହାମହିମ ରାଷ୍ଟ୍ରପତି ଙ୍କ ସ୍ଵୀକୃତି ପାଇଛି ।ଭାରତୀୟ ନ୍ୟାୟ ସଂହିତା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଭାରତୀୟ ସାକ୍ଷ୍ୟ ଅଧିନିୟମ ଭାବେ ଆସୁଥିବା ଏହି ତିନିଗୋଟି ଆଇନ ଯଥାକ୍ରମେ ଇଣ୍ଡିଆନ ପେନାଲ କୋଡ କ୍ରିମିନାଲ ପ୍ରୋସିଡୁୟୋର କୋଡ ଇଣ୍ଡିଆନ ଏଭିଦେନ୍ସ ଏକ୍ଟ ବଦଳରେ ଦେଶ ର ନ୍ୟାୟିକ ବ୍ୟବସ୍ଥା କୁ ପରିଚାଳନା କରିବ । ତେବେ ଏହି ଐତିହାସିକ ଆଇନ ରେ ସଂଶୋଧନ ବ୍ରିଟିଶ ସମୟ ର ଆଇନ କୁ ଅଚଳ କରିଛି ।

Leave A Reply

Your email address will not be published.

18 + 10 =