ଋଣ ଗ୍ରହୀତା ଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ରିଜର୍ଭ ବ୍ୟାଙ୍କ୍ ର ଆସିଲା ନୂଆ ମାର୍ଗ ଦର୍ଶିକା
ଆଉ ବେଆଇନ ଭାବରେ ଶାରୀରିକ ମାନସିକ ପୀଡ଼ା ଦେଇ ପାରିବେନି ବ୍ୟାଙ୍କ୍ ବା ଏହାର ର ଋଣ ଆଦାୟକାରୀ ଏଜେଣ୍ଟ
ରିଜର୍ଭ ବ୍ୟାଙ୍କ୍ ର ଆସିଲା ମାର୍ଗ ଦର୍ଶିକା ଜାନୁଆରୀ ୨୭ ରୁ ହେବ କାର୍ଯ୍ୟକ୍ଷମ
ଗ୍ରାହକ ଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ରିଜର୍ଭ ବ୍ୟାଙ୍କ୍ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି
ଋଣ ଆଦାୟକାରୀ ବ୍ୟାଙ୍କ୍ ଓ ଋଣ ଆଦାୟକାରୀ ଏଜେଣ୍ଟ ଋଣ ଆଦାୟ ପାଇଁ କେବଳ ସକାଳ ୮ ,ରୁ ସନ୍ଧ୍ୟା ୭ ଟା ଭିତରେ ଫୋନ ମେସେଜ କରି ପାରିବେ ।
ରବିବାର ବା ଛୁଟି ଦିନ
ଯୋଗାଯୋଗ କରିବାକୁ ବାରଣ
ଏପରିକି ବିବାହ ପର୍ବ ବଡ ବଡ ପର୍ବାଣୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ କାଳୀନ ସମସ୍ୟାରେ ମଧ୍ୟ
ବ୍ୟାଙ୍କ୍ ଓ ଏହାର ଋଣ ଆଦାୟ କରି ଏଜେଣ୍ଟ ଙ୍କୁ ଯୋଗାଯୋଗ ପାଇଁ ରିଜର୍ଭ ବ୍ୟାଙ୍କ୍ ବାରଣ କରିଛି
ନୂଆ ଆଇନ ଅନୁସାରେ
ବିଲମ୍ୱିତ ରାତ୍ରି ରେ ଫୋନ କଲ ଅଶାଳୀନ ଭାଷା ବ୍ୟବହାର ପରିବାର ସଦସ୍ୟ ଓ ନିଯୁକ୍ତିକୁ ଙ୍କ ସହ ଅନଧିକୃତ ଭାବେ ଯୋଗାଯୋଗ କରିବା
ପରି ସର୍ତ୍ତ ଗୁଡ଼ିକ ମାର୍ଗ ଦର୍ଶନ ରେ ରହିଛି ।
ବ୍ୟାଙ୍କ୍ ସିଧା ସଳଖ ଋଣ ଆଦାୟ ନିୟମ ରେ ଖିଲାପ କଲେ ଦାୟୀ ରହିବା ସହ ଉଲଙ୍ଘନ କଲେ ଅର୍ଥ ଦଣ୍ଡ ସହ ଅନ୍ୟାନ୍ୟ ଦଣ୍ଡ ର ବ୍ୟବସ୍ଥା କରି ପାରିବେ