ଚାନ୍ଦିପୁରା ଭାଇରସ ହେଲାଣି ସକ୍ରିୟ ।
ଗୁଜୁରାଟ ରେ ନେଲାଣି ୨୨ ଶିଶୁ ଙ୍କ ଜୀବନ
ଆନ୍ଧ୍ର ରାଜସ୍ଥାନ ରେ ଏହି ରୋଗ କୁ ନେଇ ଆତଙ୍କ୧ ରୁ ୧୫ ବର୍ଷ ଶିଶୁ ଙ୍କୁ ଏହି ଭାଇରସ ଅଧିକ ଆକ୍ରାନ୍ତ କରେ ।ବାଲୁକା ମାଛି କମ୍ଦ୍ଵାଉଡ଼ିବା ଦ୍ରାରା ଏହି ରୋଗ ହେଉ ଥିବାରୁ ଏବଂ ଏହି ମାଛି ରାତ୍ରି ରେ କମୁଡ଼ୁଥିବାରୁ ରାତ୍ରି ରେ ମସୁରି ଟାଙ୍ଗୀ ଶୋଇବାକୁ ପରାମର୍ଶ ଦିଆଯାଉଛି ।
ରୋଗ ର ଲକ୍ଷଣଗୁଡ଼ିକ ହେଲା
- ହଠାତ୍ ଅଧିକ ଜ୍ୱର ଆସିବା
- ପ୍ରବଳ ମୁଣ୍ଡବିନ୍ଧା
- ବାନ୍ତି ଏବଂ ଅଇ ଲାଗିବା
- ଦେହ ଏବଂ ମାଂସପେଶୀରେ ଯନ୍ତ୍ରଣା
* ବାତ ମାରିବା ବା ଜ୍ୱର - ଅଚେତ ଅବସ୍ଥା ବା ମାନସିକ ସନ୍ତୁଳନ ବିଗିଡ଼ିବା
- ଅତ୍ୟଧିକ ନିଦ୍ରାଳୁ ଭାବ ଏବଂ କୋମା (Coma) ଅବସ୍ଥାକୁ ଚାଲିଯିବା
ସତର୍କତା
ପିଲାଙ୍କଠାରେ ଏଭଳି ଲକ୍ଷଣ ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଜରୁରୀ