ତାରିଖ ୦୮/୦୮/୨୦୨୬
ଆଜିର ପାଣିପାଗ
ରାଜ୍ୟ କୁ ଲଗାଣ ବର୍ଷା ର ସମ୍ଭାବନା
ମୟୂରଭଞ୍ଜ ରେ ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ସବୁ ବିଦ୍ୟାଳୟ ବନ୍ଦ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ
୧୩ ତାରିଖ ଯାଏ ଜାରି ରହିବ ରାଜ୍ୟ ରେ ବର୍ଷା
ଉତରା ଓଡ଼ିଶା ସଂଲଗ୍ନ ରେ
୨୪ ଘଂଟା ଭିତରେ ସୃଷ୍ଟି ହୋଇ ପାରେ ଲଘୁଚାପ