ସଂକ୍ଷିପ୍ତ ରେ ଖବର

୨୨/୦୧/୨୦୨୪

ଆଜି ମଧ୍ୟାହ୍ନ ୧୨ ବାଜି ୩୮ ମିନିଟ୍ ରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ରେ ଶ୍ରୀ ବିଗ୍ରହ ଙ୍କ ଠାରେ ପ୍ରାଣ ପ୍ରତିଷ୍ଠା

ଅନ୍ତ ହେଲା ପାଞ୍ଚ ସହ ବର୍ଷ ର ପ୍ରତିକ୍ଷା ଅଯୋଧ୍ୟା କୁ ଆସୁଛନ୍ତି ଶ୍ରୀ ରାମ ଲାଲା। , ପ୍ରଧାନ ମନ୍ତ୍ରୀ ସାଜିଛନ୍ତି ମୁଖ୍ୟ ପୁରୋଧା ,ଦେଶ ବ୍ୟାପୀ ଉତ୍ସବ ମୁଖର , ଆଜି ଅଧା ଛୁଟି

ଆଜି ସମୁଦ୍ର ରେ ସମର୍ପିତ ହେବ ଅଠର ହଜାର କୋଟି ଟଙ୍କାର ବ୍ୟୟ ରେ ଦେଶ ର ସବୁଠୁ ବଡ ପୋଲ ଅଟଳ ସେତୁ

ସ୍ଵଚ୍ଛତା ସର୍ବେକ୍ଷଣ ୨୦୨୩ ରେ ଓଡ଼ିଶା ଚତୁର୍ଥ

ଇନ୍ଦୋର ଓ ସୂରତ ଦେଶ ର ସବୁଠାରୁ ସ୍ୱଚ୍ଛ ସହର ହୋଇଥିଲାବେଳେ ଭୁବନେଶ୍ୱର ର ସ୍ଥାନ ରହିଛି ୩୪ ରେ

ଶ୍ରୀ ମନ୍ଦିର ପତିଚଳନା ପ୍ରକଳ୍ପ ଲୋକାର୍ପଣ ର ଆଜି ପୂଜା ବିଧି ର ପ୍ରଥମ ଦିନ ଆଜି ହେବ ଆଚାର୍ଯ୍ୟ ବରଣ ଓ ୧୭ ରେ ପୂର୍ଣ୍ଣାହୁତି

୦୯/୧/

ବଢିବ ଅଙ୍ଗନବାଡ଼ି ଆଶା ପଚିକ ଙ୍କ ବେତନ ।ବଢିବ ମଧୁବାବୁ ଭାତ୍ତା ଓ କଳାକାର ଭତ୍ତା

ଓଡିଶା ରେ ବଢୁଛି ପ୍ରଦୂଷଣ ଛଅ ସହର ରେ ବାୟୁ ହେଲାଣି ବିଷ

ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ରେ ଲାଗିଲା ସୁନା କବାଟ

ବ୍ୟବସ୍ଥା ପତ୍ର ଓ ବ୍ୟବଛେଦ ରେପୋର୍ଟ ରେ ବଡ ଅକ୍ଷର ରେ ଓ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତର ମାନଙ୍କୁ ଆଦେଶ ଦେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଉଭୟ ସରକାରୀ ଓ ଘରୋଇ ଚିକିତ୍ସା କେନ୍ଦ୍ର ଲାଗି ଏମିତି ନିର୍ଦ୍ଦେଶ ମୁଖ୍ୟ ସଚିବ ଙ୍କୁ ନିର୍ଦ୍ଦେଶ ଜାତି କରିଛନ୍ତି ରାଜ୍ୟ ର ମାନ୍ୟବର ଶୀର୍ଷ ଅଦାଲତ।ଯଦି ହସ୍ତାକ୍ଷର ପଢ଼ି ହେଉନାହିଁ ତେବେ ଟାଇପ କରିବାକୁ ମଧ୍ୟ ଆଦେଶ ରେ କୁହାଯାଇଛି ।

ଆଜି ମାଲକାନଗିରି ରୁ ଉଡ଼ିବ ବିମାନ ଡି ଜି ସି ଏ ର ମିଳିଲା ଅନୁମୋଦନ । ଆଜି ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ ।ମାଲକାନଗିରି ଅଧିବାସୀ ଙ୍କ ବହୁଦିନ ର ସ୍ବପ୍ନ ହେଲା ପୂରଣ।

ରାସ୍ତା କାମ କୁ ନେଇ ଜନଶୁଣାଣୀ ରେ ସମିତି ସଦସ୍ୟ ଓ ଜିଲ୍ଲାପାଳ ଙ୍କ କଥାକଟି

ସୃଷ୍ଟି ହେଲା ଅପ୍ରିତିକର୍ ପରିସ୍ଥିତି । ବିଭିନ୍ନ ମହଲ ରେ ନିନ୍ଦା

ଭାରତ ଓ ମା ଲା ଡି ଭ୍ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଅପମାନ ମୂଳକ ବିବୃତି ପାଇଁ ଦୁଇ ଦେଶ ଭିତରେ ଉତ୍ତେଜନା। ମୋଦି ଙ୍କ ସପକ୍ଷ ରେ ବାହାରିଲେ ମାଳଦିଭ ର ଶିଳ୍ପ ସଂଘ୍

୦୬ /୦୨/୨୦୨୪

ପୁଣି ଇତିହାସ ରଚନା କଳା ଇସ୍ରୋ ।

ସୌର ଯାନ କୁ ଧାର୍ଯ୍ୟ ସମୟ ଭିତରେ କକ୍ଷ ପଥରେ ଅବସ୍ଥାପିତ କରି ସାରା ବିଶ୍ବ ରେ ଦେଶ ର ସୁନାମ କୁ ବହୁଗୁଣିତ କରିଛି

ସୌର ମଣ୍ଡଳ ଉପରେ ଗବେଷଣା କରିବାକୁ ୧୫ଲକ୍ଷ କି ମି ଦୂରତା ଅତିକ୍ରମ କରି କକ୍ଷ ପଥରେ ଅବସ୍ଥାପିତ ହେଲା ଏଲ ୧ ସୌର ଯାନ

ପ୍ରଧାନ ମନ୍ତ୍ରୀ ଏମିତି ଏକ ବିରଳ ଉପଲବ୍ଧି ରେ ବୈଜ୍ଞାନିକ ଙ୍କୁ ଦେଲେ ଧନ୍ୟବାଦ।ଏହି ସୌର ଯାନ ଟି ଜଳବାୟୁ ପରିବର୍ତ୍ତନ ଚୁମ୍ବକୀୟ ଝଡ ଭାୟୋଲଟ ରେ ଓ ଅନ୍ୟାନ୍ୟ ବିଷୟ ରେ କରିବ ଗବେଷଣା

02/01/2023

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ର କଟାକଟା ଛକ ରେ ଦୁର୍ଘଟଣା ରେ ଟ୍ରକ୍ ବସ ଭିତରେ ଧକ୍କା,,ବହୁ ଯାତ୍ରୀ ଆହତ ତିନି ଜଣ ମୃତ ଓ ୪୦ ଜଣ ଆହତ

ବାବା ଗୋରଖନାଥ

ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଗୋରେଖନାଥ ପୀଠ ଜଗତ ସିଂହପୁର ସହର ଠାରୁ ପ୍ରାୟ ୧୩କିମି ଦୂର ରେ ଅବସ୍ଥିତ ।

ବାବା ଗୋରଖ ନାଥ ସାରା ଓଡ଼ିଶାରେ ନାଥ ଧର୍ମ ର ପ୍ରଚାରକ ଥିଲେ । ସେ ଅନେକ ଧର୍ମ ପୁସ୍ତକ ରଚନା କରିଛନ୍ତି । ସେ ଗୁଡିକ ଭିତରୁ ନାଥ ଧର୍ମ ର ସିଦ୍ଧାନ୍ତ ଏକ ପ୍ରସିଦ୍ଧ ପବିତ୍ର ପୁ ସ୍ତ୍ କ ଅଟେ ଯାହା ଆଜି ବି ସାଧାରଣ ଜନତା ପାଇଁ ପାଲଟିଛି ମାର୍ଗ ଦର୍ଶକ

ନାଥ ଧର୍ମ ନାଥ ଧର୍ମରେ ଗୁରୁ ଙ୍କ ସମାଧି ସ୍ଥଳ କୁ ଗାଦି କୁହାଯାଉଥିଲା ବେଳେ ଗୋରଖ ନାଥ ପୀଠ ର ଗାଦି କୁ ବାବା ଙ୍କ କୃପା ଭିକ୍ଷା ଲାଗି ଦୈନିକ ହଜାର ହଜାର ଭକ୍ତ ଆସିଥାନ୍ତି ।

ଏଠାରେ କୋଉ ଆବାହମାନ କାଳରୁ ଥିବା ବିରାଟ ବରଗଛ ଗୁଡ଼ିକ ଭକ୍ତ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏଠାରେ ସବୁ ବେଳେ ଅଖଣ୍ଡ ଜ୍ୟୋତି ଜଳୁଥିବାରୁ ଏଠୁ ମିଳୁଥିବା ବିଭୂତି କୁ ପ୍ରସାଦ ରୂପେ ଗ୍ରହଣ କରିବାକୁ ସବୁ ବେଳେ ଭିଡ ଲାଗିଥାଏ । ସାପ କାମୁଡ଼ିଲେ ଆଜି ବି ବାବା ଗୋରେଖ ନାଥ ଙ୍କ ନାଁ ନେଇ ବିଭୂତି ମୁଣ୍ଡ ରେ ଲଗେଇଲେ ବିଷ ଝଡି ଯିବାର ବିଶ୍ୱାସ ଭକ୍ତ ମାନଙ୍କ ର ରହିଛି ।

ପ୍ରସିଦ୍ଧ ଗୋରଖନାଥ ପୀଠ ଜଗତସିଂହପୁର

Leave A Reply

Your email address will not be published.

twenty − nineteen =