ଭଏସ୍ ଅଫ କମନ୍ସ

ସଂକ୍ଷିପ୍ତ ସମାଚାର

୦୫/୧୨/୨୦୨୩

ଆଉ କିଛି ସମୟ ପରେ ଆନ୍ଧ୍ରପ୍ରଦେଶ ରେ ସ୍ଥଳ ଭାଗ ବାତ୍ୟା ଛୁଇଁବ ବାତ୍ୟା

ଚେନ୍ନାଇ ରେ ପ୍ରବଳ ବର୍ଷା ଭାଙ୍ଗିଲା ୮୦ ବର୍ଷ ର ରେକର୍ଡ

୫ ମୃତ ଭାସିଗଲା କାର, ସ୍କୁଲ କଲେଜ ବନ୍ଦ ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଙ୍କ ସହ କଥା ହେଲେ ଭାରତ ର ଗୃହ ମନ୍ତ୍ରୀ ଅମିତ୍ ଶାହା

ଇଣ୍ଡିଆ ମେଣ୍ଟ ର ବୈଠକ ଆସନ୍ତାକାଲି

ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଝିପ୍ ଝିପ ବର୍ଷା। ଆସନ୍ତାକାଲି ଗଜପତି ଜିଲ୍ଲାରେ ସ୍କୁଲ ଛୁଟି

୦୪/୧୨/୨୦୨୩

ମଧ୍ୟପ୍ରଦେଶ ଛତିଶଗଡ ରାଜସ୍ଥାନ ରେ ବି ଜେ ପି ର ବାଜିମାତ , ତେଲେଙ୍ଗାନା ରେ କଂଗ୍ରେସ କୁ କ୍ଷମତା

ଆଜିଠୁ ସାଂସଦ ରେ ଶୀତଅଧିବେଶନ ୨୨ ବିଧେୟକ ହେବ ଆଗତ ଉଠିପାରେ ମଣିପୁର ପ୍ରସଙ୍ଗ

ନେଲୋର ମଚ୍ଛିଲପଟନମ ଭିତରେ ସ୍ଥଳଭାଗ ଛୁଇଁବାର ଅନୁମାନ୍ କଲେ ପାଣିପାଗ ବିଶେଷଜ୍ଞ

୩୦/୧୨/୨୦୨୩

ସୂରତ କେମିକାଲ କାରଖାନା ରେ ଭୟଙ୍କର ଦୁର୍ଘଟଣା ରେ ୭ ଜଣ ଜିଅନ୍ତା ଜଳିଲେ

ତେଲେଙ୍ଗାନା ରେ ଚାଲିଛି ଭୋଟ

ଋଷିକେଶ ଏମ୍ସ ରେ ଚାଲିଛି ଟନେଲ୍ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ଙ୍କ ଚିକିତ୍ସା

୨୯-ନଭେମ୍ବର-୨୦୨୩, ବୁଧବାର*

ଉତ୍ତରାଞ୍ଚଳ ଟନେଲ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଶ୍ରମିକ ଉଦ୍ଧାର ,ସବୁ ଉଦ୍ଧାର୍ ହୋଇଥିବା ୪୧ ଜଣ ଶ୍ରମିକ ଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା ,ଦେଶ ବ୍ୟାପୀ ଉଦ୍ଧାରକାରୀ ଦଳ କୁ ପ୍ରଶଂସା ର ସୂଅ ,ଉତ୍ତରାଞ୍ଚଳ ମୁଖ୍ୟମନ୍ତ୍ରୀ ପ୍ରତି ଶ୍ରମିକ ଙ୍କୁ ଦେଲେ ଏକ ଲକ୍ଷ ଟଙ୍କା
➡️-ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨୦୨୩-୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ସବୁ ପଞ୍ଚାୟତରେ ଖୋଲାଯିବ ବ୍ୟାଙ୍କ ।

➡️-ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ହେଲା ଉଦ୍ଧାର l

➡️ଦୀର୍ଘ ପ୍ରତିକ୍ଷା ପରେ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଆରମ୍ଭ l ପ୍ରଥମ ଦିନରେ ୩୭ଟି ପଏଣ୍ଟରେ ହେଲା ଲେଜର ସ୍କାନିଂ l

➡️-ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶା ମିଲେଟସ୍‌ ମିଶନକୁ ମିଳିଲା ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର l

➡️-ଆସନ୍ତାକାଲି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୮-ପଶ୍ଚିମବଙ୍ଗ ବିଧାନସାଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅପମାନ କରିବା ପଡିଲା ମହଙ୍ଗା, ପୁରା ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ହେଲେ ସସପେଣ୍ଡ l

➡️୯-ବନ୍ଦେ ଭାରତ ଟ୍ରେନକୁ ପଥର ମାରି ଜେଲ୍ ଗଲେ ଦୁଇ ଯୁବକ l ଉଭୟେ ହେଲେ କେନ୍ଦୁଝର ଜିଲ୍ଲାରୁ ଜଣେ ହୋଇଥିବା ବେଳେ ଆଉଜଣେ ଢେଙ୍କାନାଳ ଜିଲ୍ଲାରୁ l ଢେଲା ମାରିଲେ କଣ ହେବ ବୋଲି ପରୀକ୍ଷା କରୁଥିଲେ l

➡️

➡️୧୧-ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ କଲେ ବନ୍ଦ l ଏ ନେଇ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଜୋଶୀ ଦେଲେ ସୂଚନା l

➡️୧୨-ନାସାର ସୌର ଝଡ଼ ସତର୍କତା, ଆସନ୍ତାକାଲି ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ।

➡️୧୩-ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ହେଲା ଶେଷ, ଆସନ୍ତାକାଲି ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

➡️୧୪-ଏଣିକି ୧ ଡିସେମ୍ବରରୁ ସିମ୍‌ କାର୍ଡ ବିକ୍ରି ଓ କିଣା ନେଇ ବଦଳିଯିବ ନିୟମ, ଲାଗିବ ଜରିମନା l ଏଣିକି ନୂଆ ସିମ୍‌ ବିକ୍ରି କରିବା ପାଇଁ ଡିଲରଙ୍କୁ ରେଜିଷ୍ଟ୍ରେଡ୍ ହେବାକୁ ପଡିବ।

➡️୧୫-ଦିଲ୍ଲୀରେ ହଟିଲା GRAP-୩, ଏଣିକି ସ୍ୱାଭାବିକ ହେବ ଯାନବାହାନ ଚଳାଚଳ, ଚାଲିବ ନିର୍ମାଣ କାର୍ଯ୍ୟ l

➡️୧୬-ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ନିୟମ କଠୋର କଲା ସାଉଦୀ, ଏଣିକି ଭାରତ ଉପରେ ପଡ଼ିବ ଏହାର ପ୍ରଭାବ l

➡️୧୭-ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ହଠାତ୍ ୬୫୦ ଫୁଟ ତଳକୁ ଖସିପଡିଲା ଲିଫ୍ଟ, ୧୧ ଶ୍ରମିକଙ୍କ ମୃତ୍ୟୁ, ୭୫ ଜଣ ହେଲେ ଆହତ

*

,୨୮/୧୧/୨୦୨ ଉତ୍ତର କାଶୀ ର ସୁଢ଼ଙ୍ଗ ରୁ ଶ୍ରମିକ ଙ୍କ ଉଦ୍ଧାର

କଟକ ରେ ଏସ ଆଇ ଟି ର ବୈଠକ

ଉପକୁଳ ଆଡ଼କୁ ଆସିବ ବଙ୍ଗୋପସାଗର ର ବାତ୍ୟା ,ସ୍ଥଳ ଭାଗ ଛୁଇଁବାର ସ୍ଥିତି ଅସ୍ପଷ୍ଟ

ଆଜି ଠୁ ଶ୍ରୀମନ୍ଦିର ର ରତ୍ନ ବନ୍ଦର ର ଲେଜର୍ ସ୍କlନିଂ

୨୭/୧୧/୨୦୨୩

ରାଜ୍ୟ ସାରା କାର୍ତ୍ତିକ ମାସ ର ଶେଷ ଦିନ ପାଳନ

ଆଜି ମହାପ୍ରଭୂ ଙ୍କ ରାଜରାଜେଶ୍ଵର ବେଶ୍

ଆ କା ମା ବୈ ଓ ଡ଼ଙ୍ଗା ଭଷା ରେ ଉତ୍ସବ ମୁଖର ଗାଁ ଠୁ ସହର ,ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା କୁ ମନେ ପକେଇଲେ ଆବାଳ ବୃଦ୍ଧ ବନିତା

ଆଜି ପାରାଦ୍ଵୀପ ରେ ବୋଇତ ମହାମହିମ ରଷ୍ଟପତି ବୋଇତ ବନ୍ଦାଣ କୁ କରିବେ ଉଦ୍ଘାଟନ

ଆହୁରି ଦେରି ହେବ ଉତ୍ତର କାଶୀ ରୁ ଶ୍ରମିକ ଉଦ୍ଧାର କାର୍ଯ୍ୟ

ଚୀନ ରେ ନିମୋନିଆ ଆତଙ୍କ ପାଇଁ ବନ୍ଦ ହେଲା ସ୍କୁଲ

ଭାରତ ରେ ସତର୍କତା

ଯଥେଷ୍ଟ ଔଷଧ ଓ ଅମ୍ଳଜାନ ରଖିବାକୁ କେନ୍ଦ୍ର ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଆଜି ଅବପେଟ ର ରୂପ ନେଇପାରେ ଲଘୁଚାପ

ରାଜ୍ୟ ରେ ବିଶେଷ ପ୍ରଭାବ ନାହିଁ,ଦକ୍ଷିଣ ଓଡ଼ିଶା ର କିଛି ସ୍ଥାନ ରେ ହୋଇପାରେ ବର୍ଷା

ଆଜିଠୁ କଟକର ବାଲିଯାତ୍ରା ,ଲକ୍ଷାଧିକ ଲୋକ ଙ୍କ ସମାଗମ ହେବାର ସମ୍ଭାବନା ,ପ୍ରଶାସନ ପକ୍ଷତୁ ବ୍ୟାପକ ପ୍ରସ୍ତୁତି

,୨୬/୧୧/୨୦୨୩

ଆଜି ମହାପ୍ରଭୁଂକ ଲକ୍ଷ୍ମୀ ନୃସିଂହ ବେଶ୍ ,ଶ୍ରୀକ୍ଷେତ୍ର ରେ ଶ୍ରଦ୍ଧାଳୁଙ୍କ ଭିଡ଼

ରାଜ୍ୟ କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଆସନ୍ତାକାଲି ପାରାଦ୍ଵୀପ ରେ ବୋଇତ ବନ୍ଦାଣ ରେ ଯୋଗ ଦେବେ

ଧବଲେଶ୍ୱର୍ ରେ ମହାଦେବ ଦର୍ଶନ କଲେ ହଜାର ହଜାର ଭକ୍ତ ,ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଦର୍ଶନ

ଉତ୍ତର କାଶୀରେ ଟ ନେ ଲ ରେ ଚାଲିଛି ଶ୍ରମିକ ଉଦ୍ଧାର

କୋଚି ବିଶ୍ଵବିଦ୍ୟାଳୟ ରେ ଦଲା ଚକଟାରେ ମୃତ୍ୟୁ ବରଣ କଲେ ଦୁଇ ଛାତ୍ର ଛାତ୍ରୀ

୨୫/୧୧/୨୦୨୩

ଶ୍ରୀକ୍ଷେତ୍ରରେ ତ୍ରିବିକ୍ରମ ବେଶ୍ ରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ରାଜସ୍ଥାନ ରେ ଚାଲିଛି ଭୋଟଗ୍ରହଣ ଡିସେମ୍ବର ୪ରେ ଫଳାଫଳ

ଚିନ୍ତା ବଢ଼ାଉଛି ଚୀନ ରେ ନିମୋନିଆ ଭାରତ ରେ ବିପଦ ନାହିଁ ବୋଲି କହିଲା ଦେଶ ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଉତ୍ତରପ୍ରଦେଶ ରେ ଆଜି ଶାକାହାରୀ ଦିବସ ବନ୍ଦ ରହିବ ସବୁ ଆମିଷ ଦୋକାନ

ଭାରତୀୟ ଙ୍କୁ ମୃତୁଦଣ୍ଡ ବିରୋଧ ରେ ଭାରତ ର ଆବେଦନ କୁ ଗ୍ରହଣ କଳା କାତାର

ଚାରି ଦିନରେ ସରିଲା ଓଡ଼ିଶା ବିଧାନସଭାର ର ଶୀତ ଅଧିବେଶନ

୨୭ ରେ ଲଘୁଚାପ ୨୯ ରେ ଅବପତ୍ ୨ ରେ ବାଂଲାଦେଶ ଛୁଇଁପରେ ମିଚlଙ୍ଗ

୨୮

୨୪/୧୧/୨୦୨୩

ମାଙ୍କଡା ଖଣି ଦୁର୍ନୀତି ମାମଲା ରେ ନୟାଗଡ଼ ର ଦୁଇ ଖଣିଧରି ଙ୍କୁ ୫୮ କୋଟି ର ଜୋରିମାନା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ସମୟ ସୀମା ବୃଦ୍ଧି

ଚୀନ ରେ ବ୍ୟାପୁଛି ନୂଆ ପ୍ରକାର ନିମୋନିଆ

ସୂପିମ୍ କୋର୍ଟ ର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଫତିମା ବିବି ଙ୍କ ପରଲୋକ

ଆସନ୍ତାକାଲି ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ

ଆଜି ଉତ୍ତର କାଶୀ ରେ ଟନେଲ ରୁ ଶ୍ରମିକ ଉଦ୍ଧାର ସମ୍ଭାବନା

ରାଜ୍ୟ ର ବାଲିଯାତ୍ରା କୁ ମିଳିଲାନି ଜାତୀୟ ମାନ୍ୟତା

୨୩ /୧୧/୨୦୨୩

କୃତିମ ମେଧା ସମାଜ ପାଇଁ ବିପଦ ନହେଉ ବୋଲି ଜି ୨୦ ଆଭସି ସମ୍ମିଲନି ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ବଙ୍ଗୋପସାଗର ରେ ଆସୁଛି ଆଉ ଏକ ସାମୁଦ୍ରିକ ଝଡ

ମୁମ୍ବଇ ଗସ୍ତରେ ଗଲେ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀ ଗୁଳିରେ କାଶ୍ମୀର ରାଯୋରି ରେ ଦୁଇ ଜଣ ସେନା ଅଧିକାରୀ ଓ ଦୁଇ ଜଣ ଯବାନ ଶହୀଦ ଘାଟିରେ ଚାଲିଛି ସେବାର ଅପରେସନ

ଆଜି ଉତ୍ତର କାଶୀ ଟନେଲ ରେ ସରିବ ଶ୍ରମିକ ଙ୍କ ଉଦ୍ଧାର କାର୍ଯ୍ୟ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବ୍ୟାଙ୍କ୍ ଖାତା କୁ ସିଧା ସଳଖ ରିହାତି ଯିବା ଆରମ୍ଭ ହେଲା

୬୧ ଦିନ ପରେ କାନାଡା ନାଗରିକ ଙ୍କ ପାଇଁ ଭାରତ ର ଭିସା ପ୍ରଦାନ ଆରମ୍ଭ

ଇସ୍ରାଏଲ ହମାସ ଯୁଦ୍ଧରେ ଆଜି ଠାରୁ ସାମୟିକ ଅସ୍ତ୍ର ବିରତି

୧୮ ନଭେମ୍ବର ୨୦୨୩

ଆଜି ମହାନ୍ କ୍ରାନ୍ତିକାରୀ
ବଟୁକେଶ୍ୱର୍ ଦତ୍ତ ଙ୍କ ଜନ୍ମ ଜୟନ୍ତୀ ରେ କୃତଜ୍ଞ ଜାତି ର ବିପୁଳ ଭକ୍ତି ନିବେଦନ

-ସ୍ଥଗିତ ରହିଲା ଆଦିବାସୀ ଜମି କିଣାବିକା, ଗତ ୧୪ରେ ନିଆଯାଇଥିଲା ନିଷ୍ପତି, ଗତକାଲି ହେଲା ପରିବର୍ତ୍ତନ । କ୍ୟାବିନେଟର ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର l

-ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ବସିଲା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ ପ୍ରକଳ୍ପ କୁ ମିଳିଲା ଅନୁମୋଦନ l
-ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। ପିଏମ୍‌‌-ଇ ବସ୍‌‌ ଯୋଜନାରେ ଏହି ବସ୍‌‌ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍‌‌ ମିଳିବ l

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୨ ଜଣ ସହକାରୀ ପ୍ରଫେସରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଏଣିକି ଏମ୍ସ ନିକଟରେ ରାତିରେ ସପ୍ତାହର ୭ ଦିନ ଯାକ ବିଏସମି ପକ୍ଷରୁ ଖୋଲିବ ଆହାର କେନ୍ଦ୍ର , ସୂଚନା ଦେଲେ ଭୁବନେଶ୍ୱର ମେୟର l
-ଅଲଗା କୋଶଲ ରାଜ୍ୟ ଦାବୀରେ ଆଜି ସମ୍ବଲପୁରରେ ହେବ ବନ୍ଦ ପାଳନ l ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ l

ପୂର୍ବତନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ବ l ଏଣିକି ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା l

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶରେ ରେକର୍ଡ ମଦ ବିକ୍ରି, ୩ ଦିନରେ କିଣି ନେଲେ ୨୬ ଲକ୍ଷରୁ ଅଧିକ ବୋତଲ l

ଫିଲିପିନ୍ସରେ ବିନାଶକାରୀ ଭୂମିକମ୍ପ; ୬.୭ ତୀବ୍ର ଝଟ୍‌କାରେ ଥରିଲା ସହର, ଭାଙ୍ଗିଲା ଘରଦ୍ୱାର, ଜଣେ ମୃତ,୧୮ରୁ ଅଧିକ ଆହତ l

କ୍ରିପ୍ଟୋ ପୁଞ୍ଜି ସ୍କାମ ମାମଲାରେ ‘ୟଶ ୱାର୍ଲ୍ଡ’ କ୍ରିପ୍ଟୋ ଟୋକନ୍ ମୁଖ୍ୟ ସନ୍ଦୀପ ଚୌଧୁରୀ ହେଲେ ଗିରଫ, ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି ଏହି ସଂସ୍ଥା I

-ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି ଆଉ ବାହାଘରରେ ସୁନା ଉପହାର l

ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ l ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧.୧୧ ପ୍ରତିଶତ ମତଦାନ ହୋଇଛି।

ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ୫ ଆତଙ୍କବାଦୀ ନିପାତ । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି ।

🔅ଆଜି ଜାତୀୟ ପୋଷ୍ୟ ଦିବସ ll
🔅ଆଜି ଗିନିଜ ବିଶ୍ୱ ରେକର୍ଡ ଦିବସ ll
🔅ଆଜି ଜାତୀୟ ଅପସ୍ମାର ଦିବସ ll
🔅ଆଜି ବିଶ୍ୱ ବୟସ୍କ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଖେଳ ଦିବସ ll
🔅ଆଜି ମିକି ମାଉସ୍ ଦିବସ ll
🔅ଆଜି ପରିବାର ସ୍ବେଚ୍ଛାସେବୀ ଦିବସ ll

🔅ଆଜିଠାରୁ ବିଶ୍ୱ ରୋଗାଣୁରୋଧୀ ସଚେତନତା ସପ୍ତାହ ll
🔅ଆଜି ୟୁରୋପୀୟ ଆଣ୍ଟିବାୟୋଟିକ୍ ସଚେତନତା ଦିବସ ll

Leave A Reply

Your email address will not be published.

5 × 4 =