ସଂକ୍ଷିପ୍ତ ସମାଚାର

ସଂକ୍ଷିପ୍ତ ସମାଚାର

se

୩୦/୧୨

ଅଯୋଧ୍ୟାରେ ପ୍ରଧନ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆ ରେଳ ଷ୍ଟେସନ ଓ ବିମାନ ବନ୍ଦର ର କରିବେ ଉଦ୍ଘାଟନ

ଅସ୍ନ୍ତକାଲି ପୋଲିସ ଡି ଜି ଙ୍କ ଅବସର

୨୯/୧୨

୬ ମାସ ବଢିଲା ରାଜ୍ୟ ମୁଖ୍ୟ ସଚିବ ଙ୍କ କାର୍ଯ୍ୟକାଳ

ଓଡ଼ିଶା ଦେଇଯିବ ଅମୃତ ଭାରତ ଏକ୍ସପ୍ରେସ

କାଲି ହେବ ଘନ କୁହୁଡି

ଅଯୋଧ୍ୟା ନଗରୀ ରେ ରେ ମଦ ମାଂସ ନିଶିଧ୍ୟ

ନ୍ୟାୟମୂର୍ତ୍ତି ବିଦ୍ୟୁତ୍ ରଞ୍ଜନ ହେବେ ଝାଡ଼ଖଣ୍ଡ ର ମୁଖ୍ୟ ବିଚାରପତି

୨୮/୧୨/୨୦୨୩

ଗତ ଚବିଶ ଘଣ୍ଟାରେ ଦେଶ ରେ କାରୋନା ରେ ମଲେ ୬ ଓ ଆକ୍ରାନ୍ତ ହେଲେ ୭୦୨ ଜଣ

ମୋଦି ଙ୍କୁ ପୁତିନ ଙ୍କ ନିଜ ଦେଶ କୁ ନିମନ୍ତ୍ରଣ,,ପୁ ତି ନ କହିଲେ କି ବନ୍ଧୁ ମୋଦୀ ଆସିଲେ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଆଲୋଚନା

ନୂଆ ବର୍ଷ ରେ ନନ୍ଦନ କାନନ କୁ ଦୁବାଇ ରୁ ଆସିବ ଚିତା ବାଘ

ତାପମାତ୍ରା ବଢୁଛି ହେଲେ ତଥାପି ରାଜ୍ୟ ରେ ଥ ରା ଉ ଛି ଶୀତ

ରଜଧନି ରେ ଏନ୍ କାଉଣ୍ଟର ରେ କୁଖ୍ୟାତ ଅପରାଧୀ ରଘୁ ଆହତ

ନୂଆ ବର୍ଷ ରେ ହେବ ମେଟ୍ରୋ ପ୍ରକଳ୍ପ ର ଶିଳାନ୍ୟାସ । କଟକ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ହେବ ପ୍ରସାରିତ,,କଥଯୋଡ଼ି ରେ ହେବ ୬ ଲେନ୍ ବିଶିଷ୍ଟ ସେତୁ

ବ୍ରହ୍ମପୁର ଏମ କେ ସି ଜି ରୁ ଗରିଫ ହେଲେ ନିଶ୍ଚେତକ ବିଭାଗର ର ସହକାରୀ ପ୍ରଫେସରj ,,, ଜାଲ ଜାତିଗତ ପ୍ରମାଣପତ୍ର ଦେଇ କରିଥିଲେ ଚାକିରି

ଏମ ଫିଲ ପାଠ୍ୟକ୍ରମ ରେ ଶିକ୍ଷା ନ ଦେବାକୁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଙ୍କ କଡ଼ା ନିର୍ଦ୍ଦେଶ

ରାଜ୍ୟ ରେ ୪୫୦ ଟଙ୍କା ରେ ମିଳିବ ରନ୍ଧନ ଗ୍ୟାସ

ଆଯୋଧ୍ୟା ରେଳ ରେଳ ଷ୍ଟେ ସ ନ୍ ର ନୂଆ ନାମ ହେବ ଅଯୋଧ୍ୟା ଧାମ

,ମୁସଲିମ ଲିଗ୍ ଜମ୍ମୁ କାଶ୍ମୀର ହେଲା ବ୍ୟାନ

୨୭/୧୨/୨୦୨୩

କନ୍ଧମାଳ ବ୍ରାହ୍ମଣୀ ଗାଁ ରେ ଓଲଟିଲା ଦାରିଂବାଡି ଆସିଥିବା ପର୍ଯ୍ୟଟନ ବସ ୨୫ ଆହତ ୨ ଗୁରୁତର

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଦୁଇ କୋଭିଡ ଆକ୍ରାନ୍ତ

ରାଜ୍ୟ ର ୨୭୦୦୦ ପ୍ରାଥମିକ ବିଦ୍ୟାଳୟ ରେ ଆରମ୍ଭ ହେଲା ଗପ ଶୁଣିବା ଗପ କହିବା କାର୍ଯ୍ୟକ୍ରମ

ଜିରୋ ନାଇଟ ପଲନ ବେଳେ କଟକ ଭୁବନେଶ୍ୱର ରେ ବୁଲିବେ ୫୦ ପ୍ଲାଟୁନ ପୁଲିସ

ଭଦ୍ରକ ବାସୁଦେବପୁର ରେ ଦୁଇ ଟ୍ରକ୍ ମଝିରେ ଚାପି ହୋଇ ଦୟନୀୟ ସ୍ଥିତିରେ ମୃତ୍ୟୁ ବରଂ କଲେ ଜଣେ ବ୍ୟକ୍ତି

ପଦ୍ମପୁର ପହଞ୍ଚିଲେ ରାଜ୍ୟପlଲ।ବୁଲି ଦେଖିଲେ ନୃସିଂହନାଥ ମନ୍ଦିର

୨୬/୧୨/୨୦୨୩

ଭାରତ ପହଞ୍ଚିଲା ଫ୍ରାନ୍ସ ରେ୨୭୬ ଯାତ୍ରୀ ଙ୍କୁ ନେଇ ଅଟକ ଥିବା ବିମାନ

ଗତ ୨୪ ଘଣ୍ଟାରେ ଦେଶ୍ ରେ କ୍ୟାରୋନା ରେ ଆକ୍ରାନ୍ତ ୬୨୮। ମୃତ ୩

ଆଜି ଭୋର୍ ରେ ଲେହ ଲଦାଖ ରେ ଭୂମିକମ୍ପ ରିଚର୍ ସ୍କେଲ ରେ ୪.୫

ଆହୁରି ଦୁଇ ଦିନ ଲଗିରହିବ କୁହୁଡି ,ବଢୁଛି ରାତି ର ତାପ ମାତ୍ରା ,ବିଭିନ୍ନ ସ୍ଥାନରେ ଶୀତ ଲହରୀ

,୨୫/୧୨

ଶ୍ରୀମନ୍ଦିର ସୁରକ୍ଷା ଲାଗି ନୂଆ ବାଟାଲିୟନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ /ରହିବେ ୧୧୯୦ ସୁରକ୍ଷା କର୍ମୀ

ସେନା ମୁଖ୍ୟ ମନୋଜ ପାଣ୍ଡେ ଙ୍କ ଆଜି ଜମ୍ମୁ ର ରାଯୋରୀ ଗସ୍ତ

ଦେଶ ରେ ଦିନକରେ ୩୭୨ କରୋନା ଆକ୍ରାନ୍ତ

ଜଣେ ମୃତ ୪୦୦୦ ଟପିଲା ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା

ବଲାଙ୍ଗିର କଣ୍ଟା ବଂlଝି ରେ ହଇଜାରେ ମୃତ୍ୟୁ ବରଣ କଲେ ଦୁଇ ଜଣ

ଅଟଲଜି ଙ୍କ ଜୟନ୍ତୀ ରେ ଦେଶ ବ୍ୟାପୀ କୃତଜ୍ଞ ଜାତିର ଶ୍ରଦ୍ଧା ସୁମନ

ନୂଆ ବର୍ଷ ପାଈ ଟୁଇନ୍ ସିଟିରେ ନୁଆ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

ଉତ୍ସାହ ଉଦ୍ଦୀପନା ର ସହ ଦେଶବ୍ୟାପୀ ବଡ ଦିନ ପୋଲିସ

ଖୋଲା ପଡ଼ିଆରେ ଉତ୍ସବ ମନା

ଗlଜା ରେ ଇସ୍ରାଏଲ ଆକ୍ରମଣ ରେ ୧୨ ମହିଳା ୭ ଶିଶୁ ଙ୍କ ସମେତ ୭୦ ମୃତ ଏ ପର୍ଯ୍ୟନ୍ତ ମଲେଣି ୨୦୦୦୦ ହଜାରରୁ ଅଧିକ

ଜମ୍ମୁ କାଶ୍ମୀର ରଯୋରୀ ରେ ଚାଲିଛି ଆତଙ୍କବାଦୀ ଙ୍କୁ ଖୋଜା

ଆଜି ମଧ୍ୟପ୍ରଦେଶ ରେ ମନ୍ତ୍ରୀ ମଣ୍ଡଲ ର ବିସ୍ତାର

୨୪/୧୨/୨୦୨୩

ରାଉରକେଲା ରେ ହଇଜା ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୬ ରେ

କାଲିଫର୍ଣ୍ଣିଆ ରେ ହିନ୍ଦୁ ମନ୍ଦିର କୁ ଶିଖ ବିଛିନତବାଦି କଲେ ବିକୃତ

ରାଜ୍ୟ ରେ କୋଭିଡ୍ ସଂକ୍ରମିତ ଙ୍କ ସଂଖ୍ୟା ହେଲା ୨ ଦେଶ ରେ ୬୫୬ ନୂଆ ଆକ୍ରାନ୍ତ ଚିହ୍ନଟ ଜଣେ ମୃତ

କନ୍ଧ ମାଳ ତୁମୁଡ଼ି ବନ୍ଧ ରେ ମାଓ ବାଦି ଙ୍କ ଦ୍ଵାରା ଆଇ ଡି ବିସ୍ପୋରଣ

ଦୁଈ ଏସ ଓ ଜି ଜୱlନ୍ ଗୁରୁତର

୨୩/୧୨/୨୦୨୩

ଜମ୍ମୁ କାଶ୍ମୀର ରେ ସେନା ଉପରେ ଆକ୍ରମଣ ରେ ସହିଦ ଯବାନ ଙ୍କ ପାଇଁ ଦେଶ ବ୍ୟାପୀ ଶୋକ ର ଲହରୀ ସହ ସେନା ର ଅପରେସନ ଆରମ୍ଭ ଓ ସଂଚାର ସେବା ବନ୍ଦ

ଆଜିଠୁ ସାମାନ୍ୟ କମିବ ଶୀତ ହେଲେ ଦେଖାଯିବ ଘନ କୁହୁଡି

ରାଉରକେଲା ରେ ହଇଚଇ କରୁଛି ହଇଜା ଗଲାଣି ୧୫ ,ଜୀବନ

ବରଗଡ ଧନୁ ଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ଆଗାମୀ ୧୫ ରୁ ୨୫ ହେବ ପ୍ରସିଦ୍ଧ ଧନୁଯାତ୍ରା

୩୦୩ ଜଣ ଙ୍କୁ ନେଇ ଯାଉଥିବା ବିମାନ ମାନବ ଚାଲାଣ ଅଭିଯୋଗରେ ଫ୍ରାନ୍ସ ରେ ଅଟକ

କର୍ଣାଟକ ରେ ହିଯାବ ଉପରେ ଉଠିଲା ପ୍ରତିବନ୍ଧକ

୨୨/୧୨/୨୦୨୩

ଗତ ୨୪ ଘଣ୍ଟା ଭିତରେ ୬୪୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

କେରଳ ରେ ଗତ ୨୪ ଘଣ୍ଟା ଭିତରେ ଆଉ ଏକ ଜୀବନ ନେଲା କରୋନା

ଜମ୍ମୁ କାଶ୍ମୀର ରେ ଆତଙ୍କି ଆକ୍ରମଣ ରେ ୫ ଯବାନ ହେଲେ ସହିଦ

ଉଚ୍ଚ ନ୍ୟାୟାଳୟ ରେ କାଏମ ରହିଲା ଲୋକ ସେବା ଆୟୋଗ ଦ୍ଵାରା ମନୋନୀତ ଏ ଏସ ଓ ପାର୍ଥି ତାଲିକା

ହାଇ କୋର୍ଟ ଙ୍କ ବିନା ଅନୁମତିରେ ହୋଇପାରିନି ନୂଆ ଜିଲ୍ଲା

ଶିମିଳିପାଳ ରେ ଅଛନ୍ତି ୧୦ କଳା ମହାବଳ ବାଘ ରାଜ୍ୟ ସଭାରେ ମନ୍ତ୍ରୀ ଙ୍କ ସୂଚନା

ରାଉରକେଲା ରେ ହଇଜା ନେଲା ଆଉ ଏକ ଜୀବନ ମୃତ୍ୟୁ ସଂଖ୍ୟା ୧୨

ଜି ଉଦୟଗିରି ରେ ତାପମାତ୍ରା ଖସିଲା ୪ ଡିଗ୍ରୀ କୁ

ଆଜି ଠୁ କମିବ ଶୀତ ବଢିବ ଘନ କୁହୁଡି

ଆଜି ହେବ ବର୍ଷ ର ସବୁଠୁ ଛୋଟ ଦିନ

୨୧/୧୨/୨୦୨୩

ଜାନୁଆରି ୧୭ ଶ୍ରୀ ମନ୍ଦିର ପରିଚାଳନା ପ୍ରକଳ୍ପ ର ଲୋକାର୍ପଣ

ସରିଲା ସାଂସଦ ଶୀତ କାଳୀନ ଅଧିବେଶନ

ଆଗକୁ ସଂଶଦ କୁ ସୁରକ୍ଷା ଦିନ ସି ଆଇ ଏସ ଏଫ

ରାଜ୍ୟ ରେ କାଲି ଠାରୁ କମୀପରେ ଶୀତ

୨୩ ଓ ୨୪ ତାଟିଖ ରେ ହେବ ପ୍ରବଳ କୁହୁଡି

କେରଳ ରେ ମୋଟ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୪୧

ଚାଣ୍ଡ ଗଡ ରେ ମା ପିନ୍ଧିବା ହେଲା ବାଧ୍ୟତାମୂଳକ

୧୮ ଟି ରାଜ୍ୟ ରେ କୋଭିଡ୍ ର ନୂଆ ଭାରିଆଣ୍ଟ

୨୦/୧୨/୨୦୨୩

ନିଲମ୍ୱିତ୍ ସାଂସଦ ଙ୍କ ସଂଖ୍ୟା ୧୪୧

୬ଡିଗ୍ରୀ କୁ ଖସିଲାଣି ଜି ଉଦୟଗିରି ର ତାପମାତ୍ରା

ଚୀନ୍ ରେ ଭୀଷଣ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୪୧ ଟପିଲା

ଜ୍ଞାନ ବ୍ୟାପୀ ମସଜିଦ ମାମଲାରେ ସବୁ ପିଟିସନ କୁ ଖାରଜ କଲେ ଆଲାହାବାଦ ଉଚ୍ଚ ନ୍ୟାୟାଳୟ

ରାଉରକେଲା ରେ ହଜାରରୁ ରୁ ଅଧିକ ଆକ୍ରାନ୍ତ ହେଲେଣି ହଇଜାରେ

ଯୁଧ୍ୟା ବନ୍ଦ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଙ୍କୁ ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଅନୁରୋଧ

।ରାଉରକେଲା ରେ ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ସଚିବ

୧୯/୧୨ ଏ/୨୦୨୩

ବର୍ଷାରେ ଉବୁଟୁବୁ ତାମିଲନାଡୁ

ରାଉରକେଲା ରେ ଝାଡା ବାନ୍ତି ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ୨୮୭ ଆକ୍ରାନ୍ତ ହେଉଛନ୍ତି ଚିକିତ୍ସିତ

ରାଜ୍ୟପାଳ ଲୋକ ମା ନ ଙ୍କ ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଲେ ଚିଠି

କ ରୋ ନା ର ନୂଆ ଭୁତାଣୁ କୁ ଡର କେନ୍ଦ୍ର ସରକାର ଡକାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ବୈଠକ କେରଳ ରେ ଗଲାଣି ଦଶ ଜଣ ଙ୍କ ଜୀବନ

୧୮/୧୨/୨୦୨୩

ରାଉତ୍କେଳା ରେ ଝାଡା ବାନ୍ତି ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଲା

ଶିମିଳିପାଳ ରେ ମଇ ହାତୀ ମୃତ

ଇସ୍ରାଏଲ ରେ ବୋମା ମାଡ ରେ ୩୬ ପାଲେଷ୍ଟlଇନ ମୃତ

ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ରେ ହାତୀ ନେଲା ଦୁଇ ଜଣ ଙ୍କ ଜୀବନ

୧୭/୧୨/୨୦୨୩

ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କଲେ ଓମାନ ର ସୁଲତାନ

୩ ଜଣ ପଣ ବନ୍ଦୀ ଙ୍କୁ ଭୁଲ ରେ ହତ୍ୟା କଳା ଇସ୍ରାଏଲ

ନୂଆ ବର୍ଷ ରୁ ଶ୍ରୀ ମନ୍ଦିର ରେ ପଲିଥିନ ପ୍ଲାଷ୍ଟିକ ବନ୍ଦ

ତାର ତାରିଣୀ ମନ୍ଦିର ରେ ଅଖଣ୍ଡ ଦୀପ ରୁ ଲାଗିଲା ନିଆଁ

ରାଉତ୍କେଳା ରେ ଝାଡା ବାନ୍ତିରେ ଯାଇଛି ୪ ଜଣ ଙ୍କ ଜୀବନ

୫୯ ଟି ପ୍ରକଳ୍ପ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ

୧୫ ଡିଗ୍ରୀ ତଳେ ରାଜ୍ୟ ର ୩୫ ସହର ର ତାପ ମାତ୍ରା

ଶିମିଳିପାଳ ର ଆଭ୍ୟନ୍ତରିଣ ଅଞ୍ଚଳ ରେ ,କିଛି ଜାଗା ରେ ତୁଷାରପାତ

୧୬/୧୨/

ଓଡ଼ିଶାରେ ଗିରଫ ହେଲା କାଶ୍ମୀର ଆତଙ୍କବାଦୀ //ଯାଜପୁର ନେଉଲପୂର୍ ରେ ୬ବର୍ଷ ଧରି ଲୁଚି ରହିଥିଲା

ଜମ୍ମୁ କାଶ୍ମୀର ଆରକ୍ଷଣ ଅଧି ନିୟମ କୁ ରାଷ୍ଟ୍ରପତି ଙ୍କ ସ୍ଵୀକୃତି

ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ କୁ ରାଷ୍ଟ୍ର ପତି ଙ୍କ ସ୍ଵୀକୃତି

ବଉଦ ମାନମୁଣ୍ଡା ନାଲିକୁଣ୍ଟା ଜଙ୍ଗଲ ରେ କେନ୍ଦ୍ରୀୟ ସୁରକ୍ଷା ବଳର ମାଓ ବାଦି ଅପରେସନ । ବିପୁଳ ମାଓ ସାମଗ୍ରି ଗୁଳିଗୋଳା ରାକେଟ ଲୁଞ୍ଚର୍ ଆଇଡି କରାଗଲା ଜବତ ଖସି ଗଲେ ମାଓ ବାହିନୀ

ଆଜି ଧନୁ ସଂକ୍ରାନ୍ତି ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ରେ ଚାଲିବ ପହଲୀ ଭୋଗ

୮୨ ବ୍ଲକ ରେ ଶିଳ୍ପ ପାର୍କ

ଯାନ ଅବସ୍ଥାନ ଟ୍ରlକିଂ ଡିଭାଇସ୍ କେନ୍ଦ୍ର ଲୋକାର୍ପଣ କଣ୍ଟ୍ରୋଲ ରୁମ୍ କୁ ଆସିବ ୪୦ ପ୍ରକାର ସୂଚନା ,ଜୁନ ୩୦ ସୁଦ୍ଧା ବାଧ୍ୟତାମୂଳକ

୨୦ ଜିଲ୍ଲା ର ପଛୁଆ ପଂଚାୟତ ଚିହ୍ନଟ ହେଲା

୧୦ ଡିଗ୍ରୀ ତଳେ ୬ ସହର ର ତାପମାତ୍ରା ଜି ଉଦୟଗିରି ରେ ୭.୫ ଡିଗ୍ରୀ ରେ ରାଜ୍ୟ ର ସର୍ବ ନିମ୍ନ ତାପମାତ୍ରା

ଆସନ୍ତା ୪ ଦିନ ଯାଏ ବଦଳିନି ତାପମାତ୍ରା

ବିଗତ ୨୦୨୨-୨୩ ଭିତରେ ୫ ଟି ରାଜନୈତିକ ଦଳକୁ ମିଳିଛି ୧୨୦୦ କୋଟି ର ରାଜନୈତିକ ଚାନ୍ଦା

୧୫/୧୨/୨୦୨୩

ରତ୍ନ ଭଣ୍ଡାର ମାମଲା ରେ ନ୍ୟାୟାଳୟ ଆହୁରି ସମୟ ମହିଳା ଗୃହ ବିଭାଗ

କଟକ ରେ ଖୋଲା ରେ ବିକ୍ରି କରାଯାଇ ପାରିବନି ମାଂସ କିମ୍ବା ମାଛ

ବୋର୍ ୱେଲ୍ ରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଏବେ ସୁସ୍ଥ। ହେଉଛି

ଖାଦ୍ୟ ସୁରକ୍ଷା ଅବଧି ଆଉ ବଢିଲା ପାଞ୍ଚ ବର୍ଷ

ଦେବ୍ରୁଆରୀ ୧୭ ରୁ ଯୁକ୍ତ ଦୁଇ ପରୀକ୍ଷା

ଦିଲ୍ଲୀ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଙ୍କ ଜାମିନ ଖାରଜ

କଣ୍ଟା ବଣିଆ ଥାନା ମନପୂର୍ ଗାଆଁରେ ଇତ ଭାଟିରେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ

୧୪ ସାଂସଦ ନିଲମ୍ୱନ୍ ଉପରେ ବିରୋଧୀ ଦଳ ଙ୍କ ଧାରଣା ସୋମ ବାର ପର୍ଯ୍ୟନ୍ ଦୁଇ ଗୃହ ର ଅଧିବେଶନ ବାତିଲ

ମଥୁରା ଶିକୃଷ୍ଣ ଜନ୍ମଭୂମି ଉପରେ ଆଲାହାବାଦ ଉଚ୍ଚନ୍ୟାୟାଳୟ ଦେଇଥିବା ରାୟ ଉପରେ ହସ୍ତକ୍ଷେପ କରିବାକୁ ମନାକଲେ ଦେଶ ର ସୁପ୍ରିମ କୋର୍ଟ

୧୪/୧୨/୨୦୨୩

ସଂଶଦ ରେ ପସି ଗଣ୍ଡଗୋଳ କରିଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ ୟୁ ଏ ପି ଏ ରେ ମାମଲା ରଜ୍ଜୁ

ରାଜ୍ୟ ରେ ବଢୁଛି ଶୀତ ର ପ୍ରକୋପ ୯ ଡିଗ୍ରୀ ତଳେ କେନ୍ଦୁଖର ର ତାପମାତ୍ରା

ଗାଜା ରେ ଅସ୍ତ୍ର ବିରତି ସପକ୍ଷ ରେ ଭୋଟ ଦେଲ ଭାରତ

ଶପଥ ନେଲେ ଛତିଶ ଗଡ଼ ଓ ମଧ୍ୟ ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ

ରାଜ୍ୟରେ ଚାଲିଛି ଶୀତ ଲହରୀ

୧୩/୧୨ଲୋକ ସଭା ଦର୍ଶକ ଗ୍ୟାଲେରୀ ରେ ଦୁଇ ଅଜଣା ଯୁବକ ,,ହେଲେ ଗିରଫ ଆଜି ର ଦିନ ରେ ,୨୨ ବର୍ଷ ପୂର୍ବରୁ ହୋଇଥିଲା ସାଂସଦ ଉପରେ ଆକ୍ରମଣ

ଫେବୃଆରୀ କୋଡ଼ିଏ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

କୁକୁର କାମୁଡ଼ାରେ ମୃତ ଶିଶୁ ପାଇଁ ପୁରୀ ପୌର ପରିଷଦକୁ ଦଶ ଲକ୍ଷ ଜୋରିମାନା

ଦେଶ ବ୍ୟାପୀ ଗ୍ରାମୀଣ ଡାକ ସେବକ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ରେଙ୍ଗାଲି ବୋର୍ ୱେଲ ରୁ ଉଦ୍ଧାର ହେଲା ଶିଶୁକନ୍ୟା

ପାକିସ୍ଥାନ ସେନା ଶିବିର ରେ ଆତ୍ମଘାତୀ ବିସ୍ପୋରଣ

ସି ଇ ସି ଓ ଇ ସି ନିଯୁକ୍ତି ବିଧେୟକ ରାଜ୍ୟ ସଭା ରେ ଗୃହୀତ

ନୱାଜ ସତିଫ ଙ୍କୁ ପାକିସ୍ଥାନ ର ଏକ ଅଦାଲତ କଳା ଦୋଷ ମୁକ୍ତ

କୂତ୍ରିମ ମେଧର ( A I) ଦାୟୀତ୍ଵ ପୂର୍ଣ୍ଣ ବ୍ୟବହାର ଲାଗି ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ

୧୨/୧୨

ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ଯାଏ ୧୬ ରୁ ପହିଲି ଭୋଗ ପାଇଁ ରାତି ଦୁଇ ରୁ ଖୋଲିବା ଶ୍ରୀ ମନ୍ଦିର

୩୩୨.୫ କୋଟି ଟଙ୍କା ହେଲାଣି ମଦ ବେପାରୀ ଘରୁ ଜବତ

ଜମ୍ମୁ କାଶ୍ମୀର ପୁନର୍ଗଠନ ଓ ସଂରକ୍ଷଣ କୁ ସାଂସଦ ର ସ୍ଵୀକୃତି

ସlର୍ଵଭୌମତ ଓ ଅଖଣ୍ଡତା କୁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ସ୍ଵୀକୃତି ବୋଲି କହିଲେ ନରେନ୍ଦ୍ର ମୋଦି

ଆଜି ରାଜ୍ୟସ୍ଥାନ ମୁଖ୍ୟ ମନ୍ତ୍ରୀ ନେଇ ନିଷ୍ପତି

୩୭୦ ଧାରା ଉପରେ ସୁପ୍ରିମ କୋର୍ଟ ଙ୍କ ରାୟ ରେ କେନ୍ଦ୍ର ଦରକାର ଙ୍କ ନିଷ୍ପତି କାଏମ ସେପ୍ଟେମ୍ବର ୩୦ ଭିତରେ ନିର୍ବାଚନ

ମଦ ବ୍ୟବସାୟୀ ଘରୁ କବତ୍ତ୍ ହେଲାଣି ୪୫୪ କୋଟି ରୁ ଉର୍ଦ୍ଧ ଟଙ୍କା

୦୯/୧୨/୨୦୨୩

ରେପୋ ସୁଧ ହାର ଆଗାମୀ ତିନି ମାସ ପାଇଁ ୬.୫ ରେ ସ୍ଥିର ରହିଲା

ମହୁଆ ମସିତ୍ର ଲୋକ ସଭା ରୁ ବହିଷ୍କୃତ

୦୬/୧୨/୨୦୨୩

ଜାମୁ କାଶ୍ମୀର ସଂଶୋଧନ ବିଲ୍ ଗୃହୀତ ପରେ ପlକ୍ ଅଧିକୃତ କାଶ୍ମୀର ନେଇ ବଢିଲା ଆଶା

କାଶ୍ମୀର ପଣ୍ଡିତ ଙ୍କ ପାଇଁ ୨ଟି ଆସନ ସଂରକ୍ଷିତ ତିନି ଆସନରେ ବିଧାୟକ ହେବେ ମନୋନୀତ

ରାଜ୍ୟ ରେ ଗୃହ ବିଭାଗ ଜାରି କଲା ଏସମା

ଚୀନ୍ ପ୍ରକଳ୍ପ ରୁ ଓହରିଲ ଇଟାଲୀ

ବlତ୍ୟରେ ମୃତ୍ୟୁ ସଂଖ୍ୟା ୨୩ ହେଲା

ମିଜୋରାମ ରେ ଜେଡପିଏମ ରୁ ସରକାର ଗଠନ ଦାବି କଲେ ଲାଲ ଦୁଃ ହୋମା

ହମାସ୍ ସୂଢ଼ଙ୍ଗ ରେ କୃତିମ୍ ବନ୍ୟା କରିବ ଇସ୍ରାଏଲ

ପାକିସ୍ଥାନ ରେ ଆଉ ଏକ ଆତଙ୍କବାଦୀ ଙ୍କୁ ହତ୍ୟା ୮ ମାସ ରେ ମଲେ ୮ ଆତଙ୍କବାଦୀ

୦୬/୧୨/୨୦୨୩

ରାଜ୍ୟ କ୍ୟାବିନେଟ ର ସ୍ଵୀକୃତି

ଚୌଦ୍ଵାର ରେ ବୟାନ ଶିଳ୍ପ ନିଲ ଡୁଙ୍ଗୁରି ରେ ପ୍ଲାଷ୍ଟିକ କାରଖାନା

ବୋର୍ଡ ହାଇସ୍କୁଲ ହେବ ସରକାରୀ

ଗୋପାଳପୁରରେ ରେ ଶିଳ୍ପ କେଓରିଓଡୋର୍

ଘର ଡିହ ନଥିବା ଲୋକ ଙ୍କୁ ମିଳିବ ସ୍ଥାୟୀ ପଟ୍ଟା

ବାଲି ଯାତ୍ରା କାରବାର ରେ ୩୦୦କୋଟି ର ବେପାର

ଦକ୍ଷିଣ ଓ ଉପକୁଳ ମୀ ଗ୍ ଜୋମ। ଯୋଗୁ ବର୍ଷା

ଚେନ୍ନାଇ ରେ ବର୍ଷା ନେଲଣି ୧୭ ଜୀବନ

୦୫/୧୨/୨୦୨୩

ଆଉ କିଛି ସମୟ ପରେ ଆନ୍ଧ୍ରପ୍ରଦେଶ ରେ ସ୍ଥଳ ଭାଗ ବାତ୍ୟା ଛୁଇଁବ ବାତ୍ୟା

ଚେନ୍ନାଇ ରେ ପ୍ରବଳ ବର୍ଷା ଭାଙ୍ଗିଲା ୮୦ ବର୍ଷ ର ରେକର୍ଡ

୫ ମୃତ ଭାସିଗଲା କାର, ସ୍କୁଲ କଲେଜ ବନ୍ଦ ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଙ୍କ ସହ କଥା ହେଲେ ଭାରତ ର ଗୃହ ମନ୍ତ୍ରୀ ଅମିତ୍ ଶାହା

ଇଣ୍ଡିଆ ମେଣ୍ଟ ର ବୈଠକ ଆସନ୍ତାକାଲି

ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଝିପ୍ ଝିପ ବର୍ଷା। ଆସନ୍ତାକାଲି ଗଜପତି ଜିଲ୍ଲାରେ ସ୍କୁଲ ଛୁଟି

୦୪/୧୨/୨୦୨୩

ମଧ୍ୟପ୍ରଦେଶ ଛତିଶଗଡ ରାଜସ୍ଥାନ ରେ ବି ଜେ ପି ର ବାଜିମାତ , ତେଲେଙ୍ଗାନା ରେ କଂଗ୍ରେସ କୁ କ୍ଷମତା

ଆଜିଠୁ ସାଂସଦ ରେ ଶୀତଅଧିବେଶନ ୨୨ ବିଧେୟକ ହେବ ଆଗତ ଉଠିପାରେ ମଣିପୁର ପ୍ରସଙ୍ଗ

ନେଲୋର ମଚ୍ଛିଲପଟନମ ଭିତରେ ସ୍ଥଳଭାଗ ଛୁଇଁବାର ଅନୁମାନ୍ କଲେ ପାଣିପାଗ ବିଶେଷଜ୍ଞ

୩୦/୧୨/୨୦୨୩

ସୂରତ କେମିକାଲ କାରଖାନା ରେ ଭୟଙ୍କର ଦୁର୍ଘଟଣା ରେ ୭ ଜଣ ଜିଅନ୍ତା ଜଳିଲେ

ତେଲେଙ୍ଗାନା ରେ ଚାଲିଛି ଭୋଟ

ଋଷିକେଶ ଏମ୍ସ ରେ ଚାଲିଛି ଟନେଲ୍ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ଙ୍କ ଚିକିତ୍ସା

୨୯-ନଭେମ୍ବର-୨୦୨୩, ବୁଧବାର*

ଉତ୍ତରାଞ୍ଚଳ ଟନେଲ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଶ୍ରମିକ ଉଦ୍ଧାର ,ସବୁ ଉଦ୍ଧାର୍ ହୋଇଥିବା ୪୧ ଜଣ ଶ୍ରମିକ ଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା ,ଦେଶ ବ୍ୟାପୀ ଉଦ୍ଧାରକାରୀ ଦଳ କୁ ପ୍ରଶଂସା ର ସୂଅ ,ଉତ୍ତରାଞ୍ଚଳ ମୁଖ୍ୟମନ୍ତ୍ରୀ ପ୍ରତି ଶ୍ରମିକ ଙ୍କୁ ଦେଲେ ଏକ ଲକ୍ଷ ଟଙ୍କା
➡️-ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨୦୨୩-୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ସବୁ ପଞ୍ଚାୟତରେ ଖୋଲାଯିବ ବ୍ୟାଙ୍କ ।

➡️-ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ହେଲା ଉଦ୍ଧାର l

➡️ଦୀର୍ଘ ପ୍ରତିକ୍ଷା ପରେ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଆରମ୍ଭ l ପ୍ରଥମ ଦିନରେ ୩୭ଟି ପଏଣ୍ଟରେ ହେଲା ଲେଜର ସ୍କାନିଂ l

➡️-ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶା ମିଲେଟସ୍‌ ମିଶନକୁ ମିଳିଲା ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର l

➡️-ଆସନ୍ତାକାଲି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୮-ପଶ୍ଚିମବଙ୍ଗ ବିଧାନସାଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅପମାନ କରିବା ପଡିଲା ମହଙ୍ଗା, ପୁରା ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ହେଲେ ସସପେଣ୍ଡ l

➡️୯-ବନ୍ଦେ ଭାରତ ଟ୍ରେନକୁ ପଥର ମାରି ଜେଲ୍ ଗଲେ ଦୁଇ ଯୁବକ l ଉଭୟେ ହେଲେ କେନ୍ଦୁଝର ଜିଲ୍ଲାରୁ ଜଣେ ହୋଇଥିବା ବେଳେ ଆଉଜଣେ ଢେଙ୍କାନାଳ ଜିଲ୍ଲାରୁ l ଢେଲା ମାରିଲେ କଣ ହେବ ବୋଲି ପରୀକ୍ଷା କରୁଥିଲେ l

➡️

➡️୧୧-ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ କଲେ ବନ୍ଦ l ଏ ନେଇ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଜୋଶୀ ଦେଲେ ସୂଚନା l

➡️୧୨-ନାସାର ସୌର ଝଡ଼ ସତର୍କତା, ଆସନ୍ତାକାଲି ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ।

➡️୧୩-ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ହେଲା ଶେଷ, ଆସନ୍ତାକାଲି ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

➡️୧୪-ଏଣିକି ୧ ଡିସେମ୍ବରରୁ ସିମ୍‌ କାର୍ଡ ବିକ୍ରି ଓ କିଣା ନେଇ ବଦଳିଯିବ ନିୟମ, ଲାଗିବ ଜରିମନା l ଏଣିକି ନୂଆ ସିମ୍‌ ବିକ୍ରି କରିବା ପାଇଁ ଡିଲରଙ୍କୁ ରେଜିଷ୍ଟ୍ରେଡ୍ ହେବାକୁ ପଡିବ।

➡️୧୫-ଦିଲ୍ଲୀରେ ହଟିଲା GRAP-୩, ଏଣିକି ସ୍ୱାଭାବିକ ହେବ ଯାନବାହାନ ଚଳାଚଳ, ଚାଲିବ ନିର୍ମାଣ କାର୍ଯ୍ୟ l

➡️୧୬-ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ନିୟମ କଠୋର କଲା ସାଉଦୀ, ଏଣିକି ଭାରତ ଉପରେ ପଡ଼ିବ ଏହାର ପ୍ରଭାବ l

➡️୧୭-ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ହଠାତ୍ ୬୫୦ ଫୁଟ ତଳକୁ ଖସିପଡିଲା ଲିଫ୍ଟ, ୧୧ ଶ୍ରମିକଙ୍କ ମୃତ୍ୟୁ, ୭୫ ଜଣ ହେଲେ ଆହତ

*

,୨୮/୧୧/୨୦୨ ଉତ୍ତର କାଶୀ ର ସୁଢ଼ଙ୍ଗ ରୁ ଶ୍ରମିକ ଙ୍କ ଉଦ୍ଧାର

କଟକ ରେ ଏସ ଆଇ ଟି ର ବୈଠକ

ଉପକୁଳ ଆଡ଼କୁ ଆସିବ ବଙ୍ଗୋପସାଗର ର ବାତ୍ୟା ,ସ୍ଥଳ ଭାଗ ଛୁଇଁବାର ସ୍ଥିତି ଅସ୍ପଷ୍ଟ

ଆଜି ଠୁ ଶ୍ରୀମନ୍ଦିର ର ରତ୍ନ ବନ୍ଦର ର ଲେଜର୍ ସ୍କlନିଂ

୨୭/୧୧/୨୦୨୩

ରାଜ୍ୟ ସାରା କାର୍ତ୍ତିକ ମାସ ର ଶେଷ ଦିନ ପାଳନ

ଆଜି ମହାପ୍ରଭୂ ଙ୍କ ରାଜରାଜେଶ୍ଵର ବେଶ୍

ଆ କା ମା ବୈ ଓ ଡ଼ଙ୍ଗା ଭଷା ରେ ଉତ୍ସବ ମୁଖର ଗାଁ ଠୁ ସହର ,ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା କୁ ମନେ ପକେଇଲେ ଆବାଳ ବୃଦ୍ଧ ବନିତା

ଆଜି ପାରାଦ୍ଵୀପ ରେ ବୋଇତ ମହାମହିମ ରଷ୍ଟପତି ବୋଇତ ବନ୍ଦାଣ କୁ କରିବେ ଉଦ୍ଘାଟନ

ଆହୁରି ଦେରି ହେବ ଉତ୍ତର କାଶୀ ରୁ ଶ୍ରମିକ ଉଦ୍ଧାର କାର୍ଯ୍ୟ

ଚୀନ ରେ ନିମୋନିଆ ଆତଙ୍କ ପାଇଁ ବନ୍ଦ ହେଲା ସ୍କୁଲ

ଭାରତ ରେ ସତର୍କତା

ଯଥେଷ୍ଟ ଔଷଧ ଓ ଅମ୍ଳଜାନ ରଖିବାକୁ କେନ୍ଦ୍ର ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଆଜି ଅବପେଟ ର ରୂପ ନେଇପାରେ ଲଘୁଚାପ

ରାଜ୍ୟ ରେ ବିଶେଷ ପ୍ରଭାବ ନାହିଁ,ଦକ୍ଷିଣ ଓଡ଼ିଶା ର କିଛି ସ୍ଥାନ ରେ ହୋଇପାରେ ବର୍ଷା

ଆଜିଠୁ କଟକର ବାଲିଯାତ୍ରା ,ଲକ୍ଷାଧିକ ଲୋକ ଙ୍କ ସମାଗମ ହେବାର ସମ୍ଭାବନା ,ପ୍ରଶାସନ ପକ୍ଷତୁ ବ୍ୟାପକ ପ୍ରସ୍ତୁତି

,୨୬/୧୧/୨୦୨୩

ଆଜି ମହାପ୍ରଭୁଂକ ଲକ୍ଷ୍ମୀ ନୃସିଂହ ବେଶ୍ ,ଶ୍ରୀକ୍ଷେତ୍ର ରେ ଶ୍ରଦ୍ଧାଳୁଙ୍କ ଭିଡ଼

ରାଜ୍ୟ କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଆସନ୍ତାକାଲି ପାରାଦ୍ଵୀପ ରେ ବୋଇତ ବନ୍ଦାଣ ରେ ଯୋଗ ଦେବେ

ଧବଲେଶ୍ୱର୍ ରେ ମହାଦେବ ଦର୍ଶନ କଲେ ହଜାର ହଜାର ଭକ୍ତ ,ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଦର୍ଶନ

ଉତ୍ତର କାଶୀରେ ଟ ନେ ଲ ରେ ଚାଲିଛି ଶ୍ରମିକ ଉଦ୍ଧାର

କୋଚି ବିଶ୍ଵବିଦ୍ୟାଳୟ ରେ ଦଲା ଚକଟାରେ ମୃତ୍ୟୁ ବରଣ କଲେ ଦୁଇ ଛାତ୍ର ଛାତ୍ରୀ

୨୫/୧୧/୨୦୨୩

ଶ୍ରୀକ୍ଷେତ୍ରରେ ତ୍ରିବିକ୍ରମ ବେଶ୍ ରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ରାଜସ୍ଥାନ ରେ ଚାଲିଛି ଭୋଟଗ୍ରହଣ ଡିସେମ୍ବର ୪ରେ ଫଳାଫଳ

ଚିନ୍ତା ବଢ଼ାଉଛି ଚୀନ ରେ ନିମୋନିଆ ଭାରତ ରେ ବିପଦ ନାହିଁ ବୋଲି କହିଲା ଦେଶ ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଉତ୍ତରପ୍ରଦେଶ ରେ ଆଜି ଶାକାହାରୀ ଦିବସ ବନ୍ଦ ରହିବ ସବୁ ଆମିଷ ଦୋକାନ

ଭାରତୀୟ ଙ୍କୁ ମୃତୁଦଣ୍ଡ ବିରୋଧ ରେ ଭାରତ ର ଆବେଦନ କୁ ଗ୍ରହଣ କଳା କାତାର

ଚାରି ଦିନରେ ସରିଲା ଓଡ଼ିଶା ବିଧାନସଭାର ର ଶୀତ ଅଧିବେଶନ

୨୭ ରେ ଲଘୁଚାପ ୨୯ ରେ ଅବପତ୍ ୨ ରେ ବାଂଲାଦେଶ ଛୁଇଁପରେ ମିଚlଙ୍ଗ

୨୮

୨୪/୧୧/୨୦୨୩

ମାଙ୍କଡା ଖଣି ଦୁର୍ନୀତି ମାମଲା ରେ ନୟାଗଡ଼ ର ଦୁଇ ଖଣିଧରି ଙ୍କୁ ୫୮ କୋଟି ର ଜୋରିମାନା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ସମୟ ସୀମା ବୃଦ୍ଧି

ଚୀନ ରେ ବ୍ୟାପୁଛି ନୂଆ ପ୍ରକାର ନିମୋନିଆ

ସୂପିମ୍ କୋର୍ଟ ର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଫତିମା ବିବି ଙ୍କ ପରଲୋକ

ଆସନ୍ତାକାଲି ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ

ଆଜି ଉତ୍ତର କାଶୀ ରେ ଟନେଲ ରୁ ଶ୍ରମିକ ଉଦ୍ଧାର ସମ୍ଭାବନା

ରାଜ୍ୟ ର ବାଲିଯାତ୍ରା କୁ ମିଳିଲାନି ଜାତୀୟ ମାନ୍ୟତା

୨୩ /୧୧/୨୦୨୩

କୃତିମ ମେଧା ସମାଜ ପାଇଁ ବିପଦ ନହେଉ ବୋଲି ଜି ୨୦ ଆଭସି ସମ୍ମିଲନି ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ବଙ୍ଗୋପସାଗର ରେ ଆସୁଛି ଆଉ ଏକ ସାମୁଦ୍ରିକ ଝଡ

ମୁମ୍ବଇ ଗସ୍ତରେ ଗଲେ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀ ଗୁଳିରେ କାଶ୍ମୀର ରାଯୋରି ରେ ଦୁଇ ଜଣ ସେନା ଅଧିକାରୀ ଓ ଦୁଇ ଜଣ ଯବାନ ଶହୀଦ ଘାଟିରେ ଚାଲିଛି ସେବାର ଅପରେସନ

ଆଜି ଉତ୍ତର କାଶୀ ଟନେଲ ରେ ସରିବ ଶ୍ରମିକ ଙ୍କ ଉଦ୍ଧାର କାର୍ଯ୍ୟ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବ୍ୟାଙ୍କ୍ ଖାତା କୁ ସିଧା ସଳଖ ରିହାତି ଯିବା ଆରମ୍ଭ ହେଲା

୬୧ ଦିନ ପରେ କାନାଡା ନାଗରିକ ଙ୍କ ପାଇଁ ଭାରତ ର ଭିସା ପ୍ରଦାନ ଆରମ୍ଭ

ଇସ୍ରାଏଲ ହମାସ ଯୁଦ୍ଧରେ ଆଜି ଠାରୁ ସାମୟିକ ଅସ୍ତ୍ର ବିରତି

୧୮ ନଭେମ୍ବର ୨୦୨୩

ଆଜି ମହାନ୍ କ୍ରାନ୍ତିକାରୀ
ବଟୁକେଶ୍ୱର୍ ଦତ୍ତ ଙ୍କ ଜନ୍ମ ଜୟନ୍ତୀ ରେ କୃତଜ୍ଞ ଜାତି ର ବିପୁଳ ଭକ୍ତି ନିବେଦନ

-ସ୍ଥଗିତ ରହିଲା ଆଦିବାସୀ ଜମି କିଣାବିକା, ଗତ ୧୪ରେ ନିଆଯାଇଥିଲା ନିଷ୍ପତି, ଗତକାଲି ହେଲା ପରିବର୍ତ୍ତନ । କ୍ୟାବିନେଟର ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର l

-ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ବସିଲା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ ପ୍ରକଳ୍ପ କୁ ମିଳିଲା ଅନୁମୋଦନ l
-ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। ପିଏମ୍‌‌-ଇ ବସ୍‌‌ ଯୋଜନାରେ ଏହି ବସ୍‌‌ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍‌‌ ମିଳିବ l

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୨ ଜଣ ସହକାରୀ ପ୍ରଫେସରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଏଣିକି ଏମ୍ସ ନିକଟରେ ରାତିରେ ସପ୍ତାହର ୭ ଦିନ ଯାକ ବିଏସମି ପକ୍ଷରୁ ଖୋଲିବ ଆହାର କେନ୍ଦ୍ର , ସୂଚନା ଦେଲେ ଭୁବନେଶ୍ୱର ମେୟର l
-ଅଲଗା କୋଶଲ ରାଜ୍ୟ ଦାବୀରେ ଆଜି ସମ୍ବଲପୁରରେ ହେବ ବନ୍ଦ ପାଳନ l ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ l

ପୂର୍ବତନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ବ l ଏଣିକି ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା l

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶରେ ରେକର୍ଡ ମଦ ବିକ୍ରି, ୩ ଦିନରେ କିଣି ନେଲେ ୨୬ ଲକ୍ଷରୁ ଅଧିକ ବୋତଲ l

ଫିଲିପିନ୍ସରେ ବିନାଶକାରୀ ଭୂମିକମ୍ପ; ୬.୭ ତୀବ୍ର ଝଟ୍‌କାରେ ଥରିଲା ସହର, ଭାଙ୍ଗିଲା ଘରଦ୍ୱାର, ଜଣେ ମୃତ,୧୮ରୁ ଅଧିକ ଆହତ l

କ୍ରିପ୍ଟୋ ପୁଞ୍ଜି ସ୍କାମ ମାମଲାରେ ‘ୟଶ ୱାର୍ଲ୍ଡ’ କ୍ରିପ୍ଟୋ ଟୋକନ୍ ମୁଖ୍ୟ ସନ୍ଦୀପ ଚୌଧୁରୀ ହେଲେ ଗିରଫ, ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି ଏହି ସଂସ୍ଥା I

-ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି ଆଉ ବାହାଘରରେ ସୁନା ଉପହାର l

ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ l ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧.୧୧ ପ୍ରତିଶତ ମତଦାନ ହୋଇଛି।

ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ୫ ଆତଙ୍କବାଦୀ ନିପାତ । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି ।

🔅ଆଜି ଜାତୀୟ ପୋଷ୍ୟ ଦିବସ ll
🔅ଆଜି ଗିନିଜ ବିଶ୍ୱ ରେକର୍ଡ ଦିବସ ll
🔅ଆଜି ଜାତୀୟ ଅପସ୍ମାର ଦିବସ ll
🔅ଆଜି ବିଶ୍ୱ ବୟସ୍କ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଖେଳ ଦିବସ ll
🔅ଆଜି ମିକି ମାଉସ୍ ଦିବସ ll
🔅ଆଜି ପରିବାର ସ୍ବେଚ୍ଛାସେବୀ ଦିବସ ll

🔅ଆଜିଠାରୁ ବିଶ୍ୱ ରୋଗାଣୁରୋଧୀ ସଚେତନତା ସପ୍ତାହ ll
🔅ଆଜି ୟୁରୋପୀୟ ଆଣ୍ଟିବାୟୋଟିକ୍ ସଚେତନତା ଦିବସ ll

Leave A Reply

Your email address will not be published.