କେନ୍ଦ୍ରାପଡ଼ା ଗସ୍ତ ବେଳେ ମହିଳାଙ୍କ ଅନୁରୋଧରେ ତାଙ୍କ ଘର ବୁଲି ଦେଖିଲେ ରାଜ୍ୟପାଳ // ଘର ଦେବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଲେ ମହାମହିମ/ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍ ୧- ସୌର ମଣ୍ଡଳ ରେ ଚୁମ୍ବକୀୟ ଝଡ ଅତି ବାଇଗଣି ରଶ୍ମୀ ଉପରେ ଦେବ ତଥ୍ୟ

ରାଜ୍ୟରେ କେବେ ବଢିବ ବାର୍ଦ୍ଧକ୍ୟ ଭତ୍ତା

ବିଧବା ବାର୍ଧ୍ୟକ୍ୟ ଓ ଦିବ୍ୟାଙ୍ଗ ଙ୍କ ଭତ୍ତା ବଢେଇବାକୁ ଦାନା ବାନ୍ଧୁଛି ସାଧାରଣ ଲୋକଙ୍କ ସ୍ୱର,,,,
ଭଏସ ଅଫ କମନ୍ସ ରେ ସରକାରଙ୍କୁ ସଚେତନ କରିବାକୁ ଆରମ୍ଭ ହେଲା ବିଶେଷ ଅଭିଯାନ । ଏ ସ୍ୱର ବେଶ୍ କ୍ଷୀଣ କିନ୍ତୁ ସତ୍ୟବଦ୍ଧ ,,, ଗରିବ ମେହେନତି ମୂଲିଆ ବିଧବା ପତି ପରିତ୍ୟକ୍ତା ଅବବିବାହିତ ଦିବ୍ୟାଙ୍ଗ ବୟସ୍କ ମହିଳା ଙ୍କ ପାଇଁ ସାମାଜିକ ସୁରକ୍ଷା ର ଅନ୍ୟତମ ଆଧାର କୁ ସରକାର ଅଧିକ ଶକ୍ତି ଦେଲେ , ହଁ ସାମାଜିକ ନ୍ୟାୟ ଦିଆଯାଇପାରିବ ।ତେବେ ଯାଇ ତଳ ପାହାଚ ରେ ପହଞ୍ଚିବ ଶାସନ ର ସୁଫଳ,,,କାରଣ କେବଲ୍ ସରକାରୀ ଚାକିରିଆ ନୁହେଁ ସେମାନଙ୍କୁ ବି ମହଂଙ୍ଗା ର ମାଡ ହୁଏ ,ହେଲେ ଭତ୍ତା କିନ୍ତୁ ଅଟକି ଯାଏ ଟଙ୍କା ୫୦୦ରେ , ଏମାନେ ତ ଅସହାୟ ଶକ୍ତିହୀନ ଆଉ ଅସଙ୍ଗଠିତ ,,,କିଏ ଏମାନଙ୍କ ପାଇଁ ଭତ୍ତା ବଢ଼େଇବକୁ ଦାବି କରିବ ,
ସରକାରୀ ତଥ୍ୟ ଅନୁସାରେ ଯଦି ରାଜକୋଷ ରେ ଯଥେଷ୍ଟ ବଳକା ରାଜସ୍ବ ରହିଛି ତାହାଲେ କାହିଁକି ବୃଦ୍ଧା ଅବସ୍ଥା ରେ ସାମାଜିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଗରିବ ମେହନତୀ ଶ୍ରମିକ ବିଧବା ଙ୍କ ଭତ୍ତା ବଢ଼ୁ ନାହିଁ ?

,,କେବେ ମଣିମା ସନ୍ତେ ମାନଙ୍କର ଆଖିରୁ ନିଦ ଭାଙ୍ଗିବ ,,,

ଏ ପ୍ରଶ୍ନ ସାଧାରଣ ମଣିଷ ର ସ୍ୱର ରେ ଆଜି ବେଶ୍ କ୍ଷୀଣ କିନ୍ତୁ ଆଗାମୀ ଦିନରେ ଏହା ନିଶ୍ଚୟ ଶାଣିତ ହେବ ଆଉ ଦାନା ବାନ୍ଧିବ

Leave A Reply

Your email address will not be published.

4 × four =