ଭଏସ ଅଫ କମନ୍ସ

ଛବିରେ ଖବର

ପଟ୍ଟାମୁଣ୍ଡାଇ କେନାଲ ର ଜଳେଶ୍ୱରପୂର୍ ଠାରେ କେନାଲ କୁ ପଶିଲା କାର

ଆଲୋକ ଚିତ୍ର ,ସୌଜନ୍ୟ,ଇସ୍ରୋ

ଜନୌଶଧି ନ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ

ଜନାଉଷଧି ପ୍ରତି ଏବେ ସାରା ଦେଶରେ ଆଗ୍ରହ ପରିଲକ୍ଷିତ ହେଉଥିଲା ବେଳେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଜାତୀୟ ମେଡିକାଲ କମିଶନ N M C ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇ ଡାକ୍ତର ମାନଙ୍କୁ ଜନୌଷଧି ଲେଖିବା ପାଇଁ ବାଧ୍ୟତାମୂଳକ କରିବା ସହ ନଲେଖିଲେ ସେମାନଙ୍କ ଲାଇସେନ୍ସ ରଦ କରାଯିବା ଲାଗି ନିର୍ଦ୍ଦେଶ ଦେଇଛି । ସବୁ ପେଶାଦାର ଡକ୍ଟର ଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି । ଏବେ ପ୍ରାୟ ସବୁ ବର୍ଗର ରୋଗୀ ମାନେ ଏହି ଔଷଧ ରୁ ସୁଫଳ ପାଇବାରୁ କ୍ରମେ ଏହା ଲୋକ ପ୍ରିୟ ଓ ଏହାର ଗୁଣ ବତ୍ତ୍l ଲୋକ ମନ୍ ଙ୍କ ବିଶ୍ୱାସ ଭlଜନ ହୋଇଛି ।

Leave A Reply

Your email address will not be published.

1 × one =