ଭୁବନେଶ୍ୱର ପାଲଟିଲା ଏସିଆର ଷଷ୍ଠ ଉତ୍ତପ୍ତ ସହର

ନିଉଜ ଡେସ୍କ ୦୫/୦୪

ରାଜଧାନୀ ରେ ଆଜି ଦିନର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେ ପହଞ୍ଚିଥିଲା ବେଳେ ଏହା ଏସିଆ ମହାଦେଶ ର ସବୁଠାରୁ ଦଶ ଟି ଉତ୍ତପ୍ତ ସହର ତାଲିକା ରେ ରହିବାର ଅପବାଦ ମୁଣ୍ଡେଇ ବାକୁ ପଡ଼ିବା ସହ ଅବିଚାରିତ ଭାବେ ଗଛ କଟା ମାତ୍ରାଧିକ ଅପର୍ଟମେଣ୍ଟ ସହ ଶିଳ୍ପ ଅନୁଷ୍ଠାନ ର ବୃଦ୍ଧି ଓ ଅତ୍ୟଧିକ କଂକ୍ରିଟ କରଣ ଏହି ପରିସ୍ଥିତି କୁ ଆହୁରି ସଙ୍ଗୀନ କରିଛି ।

ସକାଳ ୮ ଟା ରେ ଭୁବନେଶ୍ୱର ରେ ତାପମାତ୍ରା ୩୧.୨ ଅପରାହ୍ନ ୧୧ ଟା ବେଳକୁ ୩୯.୮ ଡିଗ୍ରୀ ସାଢେ଼ ୨ ଟା ବେଳକୁ ୪୩.୨ ଡିଗ୍ରୀ ରେ ତାପମାତ୍ରା ପହଞ୍ଚିଥିଲା ବେଳେ ମନ୍ଦିର ନଗରୀ ରାଜଧାନୀ ଏସିଆ ର ଷଷ୍ଠ ଉତ୍ତପ୍ତ ସହର ରେ ପରିଣତ ହୋଇଛି

Leave A Reply

Your email address will not be published.

17 + 6 =