Daily Archives

February 9, 2024

ଭଏସ ଅଫ୍ କମନ୍ସ

ରାଜ୍ୟ ଆୟ ବ୍ୟୟ ଅଟକଳ ର ରୂପ ରେଖ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ ହୋଇଛି।ବିଭିନ୍ନ ବିଭାଗ ପାଇଁ ବଜେଟ ସ୍ବରାଷ୍ଟ୍ର ବିଭାଗ: ୮୬୪୧.୨୭ କୋଟି