ଭଏସ ଅଫ କମନ୍ସ

ଅଦାଲତ ଆଦେଶ ଅବମାନନା କରିଥିବାରୁ ଆଇ ଏ ଏସ ଅଧିକାରୀ ଙ୍କୁ ହେଲା ଜେଲ ଜୋରିମାନା

ଭଏସ ଅଫ କମନ୍ସ ନି ଉ ଜ ଡେସ୍କ। ୦୩/୦୮/

,ମାଡ୍ରାସ ହାଇକୋର୍ଟ ଏକ ଅଦାଲତ ଅବମାନନା ଅଭିଯୋଗ ର ବିଚାର କରି ଆଇ ଏ ଏସ ପ୍ରଦୀପ ଯାଦବ ଙ୍କ ସମେତ ଦୁଇ ଅଧିକାରୀ ଙ୍କୁ ଦୁଇ ସପ୍ତାହ କାରାଦଣ୍ଡ ସହ ଏକ ହଜାର ଟଙ୍କା ର ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ପ୍ରଦୀପ ଯାଦବ ଶିକ୍ଷା ବିଭାଗ ର ପ୍ରମୁଖ ସଚିବ ଥିଲା ବେଳେ ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ ପାଳନର ଅବହେଳା କରିଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

eight − one =