Browsing Category

ବିଶେଷ ଖବର

ଦରିଆ ରେ ଦାନା ବାନ୍ଧିଲାଣି ଦାନା ଆସୁଛି ବାତ୍ୟା, ୨୩ ରୁ ବର୍ଷା ୨୪ ରେ ଛୁଇଁବ ଉପକୂଳ ବୋଲି ପାଣିପାଗ ବିଭାଗ ର ପୂର୍ବାନୁମାନ ଯୁ ଭାରତୀୟ ପାଣିପାଗ ବିଭାଗ ର ତଥ୍ୟ ଅନୁସାରେ ଆଗାମୀ , ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

*ନ୍ୟାୟ ଦେବୀ ଙ୍କ ଆଖି ରୁ ଖୋଲିଲା ଅନ୍ଧ ପୁଟୁଳି ଆଗକୁ ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ନ୍ୟାୟ ଦେବୀ ଙ୍କ ପ୍ରତିମୂର୍ତ୍ତି । ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି , ହାତରେ ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ ପୁସ୍ତିକା । ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ ରେ

ଆସିଲାଣି ଅକ୍ଟୋବର ପଶିଲାଣି ଛନକା ଅକ୍ଟୋବର ଆସିଲେ ୧୯୯୯ ର ମହାବାତ୍ୟା ଆଉ ତାର ବିଭୀଷିକା ର କଥା ମନେ ପଡେ । ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ଥିବାରୁ ଛନକା ପଡଶିଲାଣି ଓଡ଼ିଶାରେ ।ତେବେଅକ୍ଟୋବର 19 ତାରିଖକୁ ଉତ୍ତର ଆଣ୍ଡମାନ ସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ

ଯାଜପୁର ଜିଲ୍ଲା ଛତିଆ ନିକଟରେ ବାଇକ୍ କୁ ଧକ୍କା ଦେଇ ଯାତ୍ରୀବାହୀ ବସ୍ ଯାଇଛି । ସୂଚନା ରୁ ପ୍ରକାଶ ଯେ ବାଲେଶ୍ଵର ରୁ ଭୁବନେଶ୍ୱର ଯାଉଥିଲା ଚକାଡୋଳା ନାମକ ଯାତ୍ରୀବାହୀ ବସ୍ ରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଯାତ୍ରୀ ମାନଙ୍କର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

ବାଲିଯାତ୍ରା ଓଡ଼ିଆ ଯୁବକ ଓ କିଶୋରଙ୍କ ପାଇଁ ହେଉ ଚେତନା ର ଚଉହଦି ରୁ ବାଇମୁଣ୍ଡି ର ବାରବାଟି କଟକ କୁ ନିରୀଖେଇ ଦେଖିଲେ ମହାନଦୀ ର ତରଙ୍ଗାୟିତ ଛାତି ଉପରେ ଇତିହାସ ର ଝରକା ରୁ ଝଲମଲ ଦିଶେ ବୋଇତ ବନ୍ଦାଣ ର ଦୃଶ୍ୟ । ସ୍ମୃତି ର ସଙ୍ଗୀତ ରେ ରହି ରହି ଶୁଭେ ସାଧବାଣୀ ର ଶଙ୍ଖ

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ଅକ୍ଟୋବର୧୦ ରୁ ଖୋଲିଲା ଓଡ଼ିଶାର ବିପୁଳ ଜୈବ ବିବିଧତା ଓ ପର୍ଯ୍ୟଟନ ର ପ୍ରସିଦ୍ଧ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ।ଏସିଆ ମହାଦେଶ ର ଏହି ଦୁ ତି ୟ ସର୍ବ ବୃହତ୍ ଜୈବ ବିବିଧତା ର ବିସ୍ତୃତ ଅଞ୍ଚଳ ପାହାଡ ଜଙ୍ଗଲ ଝରଣା ନଦୀ ଓ ପ୍ରାକୃତିକ ଜିଁବ ଜନ୍ତୁ

ଧର୍ମପରାୟାଣା ମହିଳା ଙ୍କ ପରଲୋକ କଟକ ରୁ ଜିତେନ୍ଦ୍ର ପଣ୍ଡା 0୬/୧୦/୨୦୨୪ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗଉଡ଼ପଡ଼ା ଗ୍ରାମର ବୟୋଜ୍ୟେଷ୍ଠ ପରୋପକାରୀ,ଧର୍ମପରାୟଣ ମହିଳା ତଥା ମଞ୍ଚ ଓ ଗଣନାଟ୍ୟ ନିର୍ଦେଶକ ସ୍ବର୍ଗତ ସଚ୍ଚିକାନ୍ତ ଦାସ ଙ୍କ ପତ୍ନୀ ସୁଚିତ୍ରା ଦାସ ଙ୍କ ଆଜି କଟକ ବଡ଼

ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ବ୍ୟାପକ କରାଗଲା ତାଳ ଗଛ ରୋପଣ ଓ ସଚେତନତା ଅଭିଯାନ ଜଗତପୁର ପଟ୍ଟାମୁଣ୍ଡାଇ କେନାଲ ର କୁଆଁପାଲ ଠାରୁ କେନାଲ କଡ ରେ ରୋପଣ କରାଗଲା ତିନି ହଜାର ରୁ ଅଧିକ ଚାରା ସେବା ସଂଗଠନ ସାହା ର ସଂଯୋଜନା ତଥା ପରିବେଶ ଲୋକ ସ୍ବାର୍ଥ ସୁରକ୍ଷା ଅଭିଯାନ ବନ୍ଧୁ ଓ

ଖାକି ର ଖୋଲୁ ଆଖି ଭରତପୁର ରେ ମହାଭାରତl ଦେଖିଲା ପରେ ତମାମ ଦେଶ ରେ ଖାକି ର ମାଟିଆ କପଡା ଉପରେ ଲାଗିଥିବା ଦାଗ କୁ ନେଇ ସାରା ଦେଶ ରେ ବିତର୍କ ଚାଲିଛି । ତେବେ ଆଉ କିଛି ଦିନ ପରେ ସତ ସିନା ପଦାକୁ ଆସିବ ହେଲେ ପୁଲିସ ବିଭାଗ କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଯାଇଛି ବୋଲି ସମସ୍ତ