Browsing Category

ବିଶେଷ ଖବର

ଆରମ୍ଭ ହେଲା ବାଲିଯାତ୍ରା ଦୁଲୁକୁଛି କଟକ ମହାନଦୀ ର ବାଲି ପଠା ର ଓସାରିଆ ବାଲୁକା ଛାତି ଆଜି ବି ବଖାଣି ବସୁଛି ଓଡ଼ିଆ ସାଧବ ପୁଅ ର ଦରିଆ ପାରି ବେବସାୟ ବଣିଜ ର କଥା । ରାଜ୍ୟ ର ବିପୁଳ ନୌବାଣିଜ୍ୟ ପରମ୍ପରାର ଓ ସାଧବ ପୁଅ ଙ୍କ ର ଦରିଆ ପାରି ବ୍ୟବସାୟ ର ଐତିହାସିକ

ପାରା ସୁଟିଂ ରେ ଫେନ୍ସର ପ୍ରଭାକର ଙ୍କୁ ପଦକ ଜାତୀୟ ସ୍ତର ରେ ଖେଳିବାକୁ ହେଲେ ମନୋନୀତ କଟକ ଜିଲ୍ଲା ମାହାଙ୍ଗା ଭଉରିଆ ପଞ୍ଚାୟତ ର ତଳରାମକାପୂର୍ ଗାଁ ରେ ଜନ୍ମ ହୋଇଥିବା ପାରା ଫେନ୍ସି ର ଯାଦୁକର ପ୍ରଭାକର ବେହେରା ଏବେ ନୂଆ କରି ପାରା ସୁଟିଂ ରେ ଭାଗ ନେଇ ଥିଲା ବେଳେ ତାଙ୍କର

ନୟାଗଡ଼ ସୋରଡ଼ା ରେ ବସ ଦୁର୍ଘଟଣା ନୟାଗଡ଼ ସୋରଡା ରେ ଏକ ଯାତ୍ରୀ ବାହି ବସ ଦୁର୍ଘଟଣା ଗସ୍ତ ହୋଇଛି ।ଏଥିରେ ଖବର ଲେଖା ହେଲା ବେଳ କୁ ପ୍ରାୟ ୨୫ ଜଣ ଆହତ ହୋଇଥିଲା ବେଳେ ଜଣ ଙ୍କ ମୃତ୍ୟୁ ହୋଇଥିବାର ଜଣା ପଡ଼ିଛି । ବସ ଟି ରାଇକିଆ ରୁ ଭୁବନେଶ୍ୱର ଯାଉଥିଲା ବେଳେ ଦୁର୍ଘଟଣା ସ୍ଥଳ

ଆମେରିକାର ର ନୂତନ ରାଷ୍ଟ୍ରପତି ହେବେ ଟ୍ରମ୍ପ୍ ହ୍ୱାଇଟ ହାଉସ୍ କୁ ଦୂତିୟ ଥର ପାଇଁ ୪୭ ତମରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରତିପକ୍ଷ କମଳା ହାରିଶ୍ ଙ୍କୁ ହରାଇ ରିପବ୍ଲିକାନ ପାର୍ଟି ର ପାର୍ଥି ଭାବେ ବିପୁଳ ଭୋଟ ରେ ନିର୍ବାଚିତ ହୋଇଛନ୍ତି । ଏହାକୁ

ଭଏସ ଅଫ କମନ୍ସ ୦୫/୧୧ ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ ଏକ ଅତି ସମ୍ବେଦନଶୀଳ ଘଟଣା ଚକ୍ର ରେ ଭଦ୍ରକ ରେ ନନ୍ଦନ କାନନ ଏକ୍ସପ୍ରେସ କୁ ଗୁଳିମାଡ ହୋଇଛି । ଗୁଳିମାଡ ରେ କେହି ଆହତ ହୋଇ ନାହାନ୍ତି। ଏହି ଟ୍ରେନ ର ମ୍ୟାନେଜରଙ୍କୁ ମଧ୍ୟ ଦୁଇ ରାଉଣ୍ତ

ବାତ୍ୟା ଦାନା ର ଭିତରକନିକା ନିକଟ ରେ ଲ୍ୟାଣ୍ଡ ଫଲ + ସକାଳ ୮ ରୁ ଭୁବନେଶ୍ବର ରେ ବିମାନ ସେବା ସ୍ଵାଭାବିକ ୨୫/୧୦/ ଭଏସ ଅଫ କମନ୍ସ ନିଉଜ ବାତ୍ୟା ଦାନା ଭୀଷଣ ଆକାର ଧାରଣ କରି ପାଣିପାଗ ବିଭାଗ ର ଆକଳନ ଅନୁସାରେ ଗତ କାଲି ରାତି ୧୨ .୫ ରେ ହବାଳିଖଟି ନେଚର କ୍ୟାମ୍ପ ନିକଟ ରେ

ରାଜନଗର କେନ୍ଦ୍ରପଡା ୨୪/୧୦ ରାଜନଗର ବ୍ଲକ କସମୁଣ୍ଡା ଗାଁ ର ଶିବାନୀ ମଣ୍ଡଳ ତାଳଚୁଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ରେ ଜଣେ ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିଲା ବେଳେ ବାତ୍ୟା ଦାନା ରେ ଜଣେ ବୟସ୍କ ମହିଳା ଙ୍କୁ କନ୍ଧ ରେ ବୋହି ନେଇ ବାତ୍ୟା ଆଶ୍ରୟ ସ୍ଥଳ କୁ ଯାଉଛନ୍ତି ।

ବିଧାୟକ ଜିଲ୍ଲାପାଳ ଙ୍କ ବାତ୍ୟା ଆଶ୍ର୍ରୟ ସ୍ଥଳ ପରିଦର୍ଶନ ମାହାଙ୍ଗା ୨୪/୧୦ ଭଗବତୀ ବିଦ୍ୟାପୀଠ ସୁକ୍ଲେଶ୍ୱର ବାତ୍ୟା ଆଶ୍ରୟ ସ୍ଥଳ ରେ କଟକ ଜିଲ୍ଲାପାଳ ଆଇ ଏ ଏସ ଦତ୍ତା ତ୍ରେୟ ଭାଇ ସାହେବ୍ ସିନ୍ଦ୍ରେ ବିଧାୟକ ଶାରଦା ପ୍ରଧାନ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ

ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ ରେ ବୈତରଣୀ ଅବବାହିକା ର ମୁଖ୍ୟଯନ୍ତ୍ରୀ. ମାହାଙ୍ଗା ର ପୈତୃକ ଘରେ ମଧ୍ୟ ଚାଲିଛି ଚଢାଉ । .କେନ୍ଦୁଝର ଜିଲ୍ଲାର ବୈତରଣୀ ବେସିନ ମ୍ୟାନେଜର ତଥା ମୁଖ୍ୟ ଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଅଫିସ ସମେତ ଭୁବନେଶ୍ୱର,ଯାଜପୁର ,କଟକ ର ୧୦ ଟି

ଉପକୁଳ ର ଉପହାର ହେନ୍ତାଳ ବଣ -ସାଗର ତଟ ରେ ସୁରକ୍ଷା କବଚ ସତ୍ୟନାରାୟନ ଦାସ , କାର୍ଯ୍ୟନିର୍ବାହୀ ସମ୍ପାଦକ ବାତ୍ୟା ବେଳେ ମନେ ପଡେ ବେଳା ତଟ ର ସୁରକ୍ଷା ବଳୟ ହେନ୍ତାଳ ବଣ ଦେଶ ରେ ଦେଖାଯାଉଥିବା ୧୦୩ ପ୍ରକାର ହେନ୍ତାଳ ଗଛ ଭିତରୁ ଓଡ଼ିଶାରେ ପ୍ରାୟ ୭୩ ପ୍ରକାର ବୃକ୍ଷ