ଝିଅ ଉପସନାଙ୍କ ସ୍ମୁତିରେ ବାସହରାଙ୍କୁ କୋଠା ଘର ଉପହାର ଦେଉଛନ୍ତି ମା ନିବେଦିତା ଓ ବାପା ସହଦେବ

ଛବିରେ ଖବର

ଅକାଳ ରେ ଝରିପଡ଼ିଥିବ ନିଜର କୁନି ଝିଅ ର ସ୍ମୃତିରେ ଉପାସନା ନ୍ୟାସ ପ୍ରତିଷ୍ଠା କରି

ପିତା ଇ ସହଦେବ ଖଟୁଆ ଓ ତାଙ୍କ ପତ୍ନୀ ମାହାଙ୍ଗା ରେ ପ୍ରତି ବର୍ଷ ଜଣକ ପାଇଁ ପ୍ରାୟ ଚାରି ଲକ୍ଷ ଟଙ୍କା ବ୍ୟୟ ରେ ଅତି ଗରିବ ଲୋକ ଙ୍କୁ ଯୋଗାଉଛନ୍ତି କୋଠା ଘର lଏ ଯାବତ୍ ପ୍ରାୟ ,,କୋଡ଼ିଏ ଲକ୍ଷ ଟଙ୍କା ର ଘର ସେ ଯୋଗାଇସରିଥିଲ ବେଳେ ଏ ବର୍ଷ ବି ଦୁଇ ଜଣ ଗରିବ ଲୋକ ଙ୍କୁ ଦେଇଛନ୍ତି ପ୍ରାୟ ୮ ଲକ୍ଷ ଟଙ୍କା ର ଦୁଇ ଟି କୋଠା ଘର ପ୍ରଦାନ କରିଛନ୍ତି ।

ଇଞ୍ଜିନିୟର

ଇ ସହଦେବ ଖଟୁଆ। -ସହୃଦୟତାର ଅନ୍ୟ ନାମ

.

ଇ ସହଦେବ ଖଟୁଆ ଙ୍କ ସହ ସହଧର୍ମିଣୀ

Leave A Reply

Your email address will not be published.

eleven − two =