ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ସମାଜସେବା ରେ ସମର୍ପିତ ସଂଗଠନ ସାହା ପାକ୍ଷରୁ ଦହି ପଣା ପ୍ରଦାନ ଏପ୍ରିଲ ୧୩ ତାରିଖ ରୁ ବିତରଣ କରାଯାଉଛି । ସାଲେପୁର ମାହାଙ୍ଗା ସୀମାନ୍ତ ଧର୍ମଗତପୁର ଠାରେ ଏହି ପଣା ସାଲେପୁର ଛତିଆ ମୁଖ୍ୟ ସଡ଼କ ଉପରେ ସକାଳ ୮ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବିତରଣ କରାଯାଉଛି ।ଦୈନିକ ପାଞ୍ଚଶହ ଋ ଉର୍ଦ୍ଧ ପଥଚାରୀ ଆୟୁର୍ବେଦ ର ବିଭିନ୍ନ ଉପାଦାନ ଦେଇ ଅଂଶୁଘାତ ବିରୋଧୀ ଏହି ପଣା ପିଉଥିବର୍ ଦେଖାଯାଉଛି ।ସାହା ର ଯୁବ କର୍ମୀ ଗିରିଯାସଙ୍କର ମହାନ୍ତି ବୈଜ୍ଞାନିକ ଔରୋବ୍ରତ ଦାସ ବିଶ୍ଵ ଭୂଷଣ ଦାସ ଦୁର୍ଗା ଶଙ୍କର ଦାସ ପ୍ରମୁଖ ବିତରଣ ରେ ସହଯୋଗ କରୁଛନ୍ତି

Leave A Reply

Your email address will not be published.

twenty − 8 =