ଭଏସ ଅଫ କମନ୍ସ…ସତ୍ୟବଦ୍ଧ ସାମ୍ବାଦିକତାର ଶାଣିତ ସ୍ବର..

ମା ରାଧା ଦେବୀ ଦତ୍ତ ରେ ବିଶିଷ୍ଟ ବ୍ୟକ୍ତିତ୍ୱ

କଟକ ଜିଲ୍ଲା ର ମାହାଙ୍ଗା ଭଉଁରୀଆ ତଳ ରାମକାପୁର ରେ ଅବସ୍ଥିତ ମା ରାଧା ଦେବୀ ଦତ୍ତ ନ୍ୟାସ ପରିଦର୍ଶନ କଲେ ରାଜ୍ୟ ର ବିଶିଷ୍ଟ ସମାଜସେବୀ ମାନସିକ ରୋଗ ର ସ୍ୱନାମଧନ୍ୟ ପ୍ରଫେସର ଡକ୍ଟର ନୀଳମାଧବ ରଥ ବିଶିଷ୍ଟ ସମାଜସେବୀ କିଶାନ ଲାଲ ଭର୍ତିୟା ଭାରତ ସରକାରଙ୍କ ସେବାନିବୃତ୍ତ ନିର୍ଦ୍ଦେଶକ ପ୍ରଦୀପ୍ତ ମହାନ୍ତି ଓ ଚନ୍ଦ୍ରିକା ମହାନ୍ତି ଓ ଟି ଭି ର ନିର୍ଦ୍ଦେଶକ ଜୟନ୍ତ ଦାସ ବିଶିଷ୍ଟ ସାମ୍ବାଦିକ ଅମ୍ବିକା କାନୁନଗୋ ଭୌତିକ ଚିକିତ୍ସା ର ସ୍ୱନାମଧନ୍ୟ ଡାକ୍ତର ପୂର୍ବତନ ସାମରିକ ଅଧିକାରୀ ଡକ୍ଟର ମହେନ୍ଦ୍ର ଦାସ ଯୋଗଗୁରୁ ସ୍ବାମୀ ସ୍ଵଂୟ ପ୍ରକାଶ ପ୍ରମୁଖ

Leave A Reply

Your email address will not be published.

three × 5 =