ରାଜ୍ୟ ପାଇଁ ବିଧାନସଭାରେ ଆଗତ କରାଗଲା ୨ ଲକ୍ଷ କୋଟି ଟଙ୍କାର ସମ୍ପୁର୍ଣ ଆୟ ବ୍ୟୟ ଅଟକଳ (ବଜେଟ୍) ? ସ୍ବାସ୍ଥ୍ୟ ପରିବାର କଲ୍ୟାଣ: ୧୨୬୨୪ କୋଟି ଶିକ୍ଷା ଦକ୍ଷତା ବିକାଶ ୨୭୩୨୪ କୋଟି କୃଷି ଆନୁସଂଗିକ ୨୧୧୬୬କୋଟି ସଡକ ଭିତ୍ତିଭୁମି ୧୪୪୫୪ କୋଟି ସହରାଞ୍ଚଳ ବିକାଶ ୭୨୫୧ କୋଟି ସଡକ ଭିତ୍ତିଭୁମି ୧୪୪୫୪କୋଟି ସହରାଞ୍ଚଳ ବିକାଶ୭୨୫୧ କୋଟି ମିଶନଶକ୍ତି ମହିଳା ଶିଶୁକଲ୍ୟାଣ ୫୫୬୭କୋଟି ଅଣୁ କ୍ଷୁଦ୍ର ମଧ୍ୟ୍ୟମ ଉଦ୍ୟୋଗ ୧୨୬୯ କୋଟି ବିପର୍ଯ୍ୟୟ ପରିଚାଳନା ୩୨୬୨ କୋଟି ଅନୁସୁଚିତ ଜନ ଜାତି ଓ ଜାତି ବିକାଶ ୩୨୫୯୬ କୋଟି କ୍ରୀଡା ଯୁବସେବା ୯୧୧ କୋଟି ଶକ୍ତିବିଭାଗ ୪୭୯କୋଟି ଆବାସିକ କ୍ଷେତ୍ର ୬୪୦୬ କୋଟି ଧାର୍ମିକ ସଂସ୍କୁତିକ ସ୍ଥଳ ବିକାଶ ୧୯୫୦ କୋଟି ଆଭ୍ୟନ୍ତରିଣ ସୁରକ୍ଷା ନ୍ୟାୟିକ ବ୍ୟବସ୍ଥା୭୫୫୧ କୋଟି ସମବାୟୁ ୧୮୪୧.୪୧ କୋଟି ଜଂଗଲ ଓ ପରିବେଶ ୧୧୧୧.୮୭ କୋଟି ପଂଚାୟତିରାଜ ପାନୀୟ ଜଳ୨୧୭୪୧.୪୪ କୋଟି ଯୋଜନା ଓ ସମନ୍ଵୟ ୩୦୩୪.୮୦ କୋଟି ଖାଦ୍ୟ ଯୋଗାଣ ଓ ଖାଉଟିସୁରକ୍ଷା୧୨୦୫.୩୫ କୋଟି ପୁର୍ତ୍ତ୮୩୮୨.୯୩କୋଟି ଅର୍ଥ ୫୮୫୫୫.୭୮ କୋଟି ଗୃହ ୬୪୦୯.୫୬କୋଟି ଗ୍ରାମ୍ୟ ଉନ୍ନୟନ୬୯୬୬.୬୪କୋଟି ମତ୍ସ୍ୟ ପଶୁପାଳନ୧୬୫୭.୫୪କୋଟି

?

Leave A Reply

Your email address will not be published.

four × 1 =