Daily Archives

January 28, 2026

ଗଣ ଦେବତା ଙ୍କ ଗହଣ ରେ ଗଣତନ୍ତ୍ର ଦିବସ

ଆଲେଖ୍ୟ -କେଉଁଝର ରୁ ଆଡଭୋକେଟ୍ ସତ୍ୟ ନାରାୟଣ ଦାସ କେଉଁଝର୍ ହରିଚନ୍ଦନପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ନୋଳି ଗାଁ ରେ ସ୍ୱେଛାସେବୀ ମାନେ ନିଆରା ଭାବରେ ପାଳନ କଲେ ଗଣତନ୍ତ୍ର ର ଗଣପର୍ବ -ସାଧାରଣ ତନ୍ତ୍ର ଦିବସ ୨୬ଜାନୁଆରୀ,,୨୦୨୬ ,ଏମିତି ଏକ ନିଆରା ତାରିଖ ଆଉ ବର୍ଷ ପାଇଁ ଆପେକ୍ଷା