Daily Archives

April 5, 2024

ଭୁବନେଶ୍ୱର ପାଲଟିଲା ଏସିଆର ଷଷ୍ଠ ଉତ୍ତପ୍ତ ସହର ନିଉଜ ଡେସ୍କ ୦୫/୦୪ ରାଜଧାନୀ ରେ ଆଜି ଦିନର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେ ପହଞ୍ଚିଥିଲା ବେଳେ ଏହା ଏସିଆ ମହାଦେଶ ର ସବୁଠାରୁ ଦଶ ଟି ଉତ୍ତପ୍ତ ସହର ତାଲିକା ରେ ରହିବାର ଅପବାଦ ମୁଣ୍ଡେଇ ବାକୁ ପଡ଼ିବା ସହ ଅବିଚାରିତ ଭାବେ ଗଛ