Daily Archives

August 8, 2023

ବଦଳିବ ଆଇ ପି ସି /ସି ଆ ର ପି ସି / ଏ ଭି ଡେ ନସ୍ ଏକ୍ଟ ଲୋକସଭା ରେ ବିଲ ଆଗତ

କବିତା ସହର ରେ ଅଛି ଖାଲି ଜହର ସକାକ ତ ଧୁଳି ଧୁଆଁ….. ସଂଜ ଏଠି ମରିଛି…ଦେହଜୀବି ପାଖେ ସବୁ… ରାତି ଯାକ ସରିଛି..ଡାହାଣୀ ଆଲୁଅ ଏଠି…. ଜହ୍ନ ଜମା ଦିଶୁନି..ଖାଲି ପାପ କାହା ମନ ….କାହା ସାଥେ ମିଶୁନି..କିଏ ଜଣେ କାହା ପାଇଁ…ଲୁହ ବୁନ୍ଦେ ଦିଏନାମଦ ଏଠି ଗଦ ହୁଏ