ପ୍ରବଳ ଖରାରେ ଅସହାୟ ଭାବେ ପଡିଥିବା ମହିଳା ଓ ଅସୁସ୍ଥ ଶିଶୁପୁତ୍ରକୁ ଉଦ୍ଧାର କଲେ ସ୍ଵେଛାସେଵୀ..ପଠାଇଲେ ବଡ ଡାକ୍ତରଖାନା

ଛବୁରେ ଭଲ ଖବର

କଟକ ପଦ୍ମପୁର ଠାରେ ପିର ବଜାର ରେ ମେ ମାସ ର ପ୍ରବଳ ଖରାରେ ରାସ୍ତା କଡ ରେ ଅସହାୟ ଭାବେ ଏକ ଶିଶୁ ପୁତ୍ର କୁ ରାସ୍ତା କଡ ରେ ଧରି ପଡ଼ି ରହିଥିବା ଜଣେ ମାନସିକ ବିକୃତି ର ମହିଳା ଙ୍କୁ ସାହା ଓ ଭଏସ ଅଫ କମନ୍ସ ର ପ୍ରତିନିଧି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ନେଇ ଚିକିତ୍ସିତ କଳା ପରେ ସେମାନଙ୍କ ଘର ଖୋଜି ପୁଣି ମା ପୁଅ ଙ୍କୁ ନେଇ ସେ ମା ନ ଙ୍କ ଘରେ ଜୀମା ଦେବା ।ଛୋଟ ପୁଅ ଟି ମୁଣ୍ଡରେ ଏକ ଗାତ ହୋଇ ପୋକ ହେଇଥିଲା ବେଳେ ଭବନ ରେ ଚିକିତ୍ସା କରାଯାଇଥିଲା ।

?

Leave A Reply

Your email address will not be published.

fourteen + fourteen =