ଶିକ୍ଷାଦାନ ସେବାରେ ସମର୍ପିତ ସୁଦୀପ୍ତ

ସୁଦୀପ୍ତ ଦାଶ ।ରକ୍ତ ଦାନ ପରିବେଶ ସୁରକ୍ଷା ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ସମାଜ ସେବାରେ ସମର୍ପିତ ଏକ ନିଆରା ଯୁବକ ସେ ।୩୩ ବର୍ଷ ବୟସ ରେ ୩୦ ଥର ରୁ ଅଧିକ ଥର ରକ୍ତ ଦାନ କରିଛନ୍ତି ସେ ।ପଦାର୍ଥ ବିଜ୍ଞାନ ର ଜଣେ ଅଧ୍ୟାପକ ଭାବେ ଶିକ୍ଷାଦାନ ରେ ଯେତିକି ଶ୍ରଦ୍ଧା ସାଉଁଟିଛନ୍ତି ତାହା ସମକାଳୀନ ଶିକ୍ଷକଙ୍କ ପାଇଁ ଏକ ଉଦାହରଣ କହିଲେ ଭୁଲ ହେବ ନାହିଁ । ପଦାର୍ଥ ବିଜ୍ଞାନ ରେ ଉଚ୍ଚ ଶିକ୍ଷା ପାଇଁ ଲେଖିଥିବା ଅନେକ ବହି ଖ୍ୟାତି ସଂପନ୍ନ ପ୍ରକାଶକ ମାନେ ଛପାଇ ସାରିଥିଲା ବେଳେ ଏବେ ସେ କିସ୍ ରେ ଅଧ୍ୟାପକ ଭାବେ ଯୋଗ ଦେବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି ।

Leave A Reply

Your email address will not be published.

four × two =