, ଭଏସ ଅଫ୍ କମନ୍ସ

ଭାରତ କୁ ଆସିବା ପୂର୍ବରୁ ବ୍ରିଟିସ ପ୍ରଧାନମନ୍ତ୍ରୀ ଙ୍କ ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ

୨୦ ବୈଠକ ରେ ଯୋଗ ଦେବା ଲାଗି ବ୍ରିଟିଶ ର ପ୍ରଧାନମନ୍ତ୍ରୀ ଭାରତ ଆସିବା ଆଗରୁ ଦେଇଥିବା ମନ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ତେବେ ହେଉ ବ୍ରିଟେନ ଭାରତ କୁ ୩୦୦ ବର୍ଷ ଶାସନ କରିଥିଲା ଆଜି ସେଇ ଦେଶ କୁ ଜଣେ ଭାରତୀୟ ବଂଶୋଦ୍ଭବ ଶାସନ କରିବା ଏକ ଗୌରବ ର ବିଷୟ ହୋଇଥିଲା ବେଳେ ଋଷି କହିଛନ୍ତି ଯେ ସେ ଜଣେ ହିନ୍ଦୁ ଓ ଭାରତୀୟ ମୂଳ ବାସିନ୍ଦା ଙ୍କ ବଂଶଜ ହୋଇଥିବାରୁ ଗର୍ବିତ ।ତାଙ୍କ ପତ୍ନୀ ଜଣେ ଭାରତୀୟ ଓ ସେ ଜଣେ
ଗୌରବlନ୍ଵିତ ହିନ୍ଦୁ ହୋଇଥିବାରୁ ଭାରତ ଓ ଏହାର ଅଧିବାସୀ ଙ୍କ ସହ ନିଶ୍ଚୟ ସମ୍ପକ୍ ରହିବ ।

ବିଶ୍ଵ ଅର୍ଥ ବ୍ୟବସ୍ଥା କୁ ସ୍ଥିର ରଖିବା ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ଅୱାହଁ କୁ ସମ୍ମୁଖୀନ ହେବାକୁ ଭାରତ ସହ ମିଶି ଜି ୨୦ ଜରିଆରେ କାର୍ଯ୍ୟ କରିବାର ଅଛି ବୋଲି ସେ କହିଥିଲେ ।ଭାରତ ର ଆକାର ଅସାଧାରଣ ସଫଳତା ଓ ବିବିଧତା ର ଆର୍ଟ ହେଉଛି ଯେ G20 କୁ ନେତୃତ୍ୱ ଦେବାକୁ ଏହା ଠିକ୍ ସମୟରେ ଠିକ୍ ଦେଶ ବୋଲି ଋଷି ସୁନକ ପ୍ରକାଶ କରିବା ସହ ଖାଲିସ୍ଥାନ ଉଗ୍ରପନ୍ଥୀ୍ଙ୍କୁ ସତର୍କ କରାଇ ଦେଇ ସେମାନଙ୍କ ଦମନ ପାଇଁ ଭାରତ ସହ ମିଶି କାମ କରିବେ ବୋଲି କହିବା ସହ ଦେଶ ର ଦୃତ୍ ବିକାଶ ରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସଫଳ ନେତୃତ୍ୱ କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

two + 11 =