Daily Archives

July 9, 2021

.ପଖାଳ ର ପରାକାଷ୍ଠା…ଭରି ରହିଛି ରୋଗ ପ୍ରତିରୋଧକ ଶକ୍ତି.

ପଖାଳ ରେ ଆମ ସକାଳ ଆସେ,,,, ତୋରାଣି ରେ ତାର ସପନ ଭାସେ,, ଆଲେଖ୍ୟ -ସତ୍ୟନାରାୟଣ ଦାସ କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ୍ କମନ୍ସ ବିଶ୍ୱ ର ଏକ ବିସ୍ମୟ ଖାଦ୍ୟ ହେଉଛି ପଖାଳ । ସରଳ ଶାକାହାର ସ୍ବାସ୍ଥ୍ୟକର ସ୍ୱଳ୍ପ ଖର୍ଚ୍ଚ ରେ ପ୍ରସ୍ତୁତି ତେଲ ମସଲା ବିବର୍ଜିତ ଶକ୍ତି ପ୍ରଦାୟକ