ସୁପ୍ରିମ କୋର୍ଟ ଙ୍କ ବହୁ ଚର୍ଚ୍ଚିତ ଐତିହାସିକ ରାୟ


ଅନ୍ୟ ଧର୍ମ କୁ ଆପଣେଇଲେ ହରେଇବେ ଅନୁସୂଚିତ ଜାତି ଉପଜାତି ର ମାନ୍ୟତା

ଭଏସ ଅଫ୍ କମନ୍ସ ନିୟୁଜ୍ ୨୪/୦୩

ମାନ୍ୟବର ଶୀର୍ଷ ତମ ଅଦାଲତ ଏକ ଐତିହାସିକ ରାୟ ଶୁଣାଇଛନ୍ତି ।ଏହି ରାୟ ଦ୍ଵାରା ବହୁ ବର୍ଷ ତଳୁ ବାରମ୍ବାର ବିତର୍କ କୁ ଆସୁଥିବା ବିବଦମାନ ବିଷୟ ର ଅନ୍ତ ଘଟିଛି ।

ହିନ୍ଦୁ ଧର୍ମ ରୁ ଧର୍ମାନ୍ତରୀକରଣ କରୁଥିବା ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତି ବର୍ଗ ର ବ୍ୟକ୍ତି ବିଶେଷ ଅନ୍ୟ ଧର୍ମ କୁ ଗଲେ ସେମାନଙ୍କୁ ଅନୁସୂଚିତ ଜାତି ବା ଜନ ଜାତି ର ମାନ୍ୟତା ଦିଆ ଯିବ ନାହିଁ ବୋଲି ମାନ୍ୟବର ଅଦାଲତ ସ୍ପଷ୍ଟ କରିଛନ୍ତି । ତେବେ ହିନ୍ଦୁ ଧର୍ମ ରୁ ବୌଦ୍ଧ ଓ ଶିଖ ଧର୍ମ କୁ ଧର୍ମ ପରିବର୍ତ୍ତନ କଲେ ଏହି ମାନ୍ୟତା ବଜାଇ ରହିବ ବୋଲି ନିର୍ଦ୍ଦେଶ ରେ କୁହା ଯାଇଛି।

Leave A Reply

Your email address will not be published.