VOICE OF COMMONS

ଡି ଯେ ନୁହେଁ ଡ୍ରାଗନ,,,

ଶବ୍ଦ ପାଲଟିଛି ସୈତାନ୍

ଏବେ ଶବ୍ଦ ସୈତାନ୍ କେବଳ ରେ ହନ୍ତସନ୍ତ୍ ହେଉଛନ୍ତି ସାଧାରଣ ଜନ ତା । ବିବାହ ବ୍ରତଘର ଭୋଜି ଭାତ ପର୍ବ ପର୍ବାଣୀ ପୂଜା ପେଣ୍ଡାଲ ସବୁଠି ଡିଯେ । ଗଣେଶ ପୂଜା ଠାରୁ ପୂଜା ର ଋତୁ ଆରମ୍ଭ କହିଲେ ଚଲିବ। ଆଗକୁ ବିଶ୍ଵ କର୍ମା ପୂଜା ଦଶରା ଲକ୍ଷ୍ମୀ ପୂଜା କାଳି ପୂଜା କାର୍ତ୍ତିକ ପୂଜା ଏମିତି କେତେ କ ପୂଜା ହେବାକୁ ଥିଲା ବେଳେ ଛକ ବଜାର ଗାଁ ଗହଳି ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ଶବ୍ଦ ରାକ୍ଷସ ର କବଳ ରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲା ବେଳେ ଶବ୍ଦ ପ୍ରଦ୍ୟୁଷଣ ର ଆଇନ୍ କୁ କେହି ମାନୁ ନାହାନ୍ତି । ତେବେ ଦସରା ର ଭସାଣି ରେ ଡି ଯେ କୁ ନିଷିଦ୍ଧ କରାଯାଉଥିବାରୁ ଦେଖାଯାଉ ଏହା କେତେ ଫଳପ୍ରଦ ହେଉଛି । ତେବେ ଏହି ଡି ଯେ ପାଇଁ ବହୁ ସ୍ଥାନ ରେ ଅନେକ ଲୋକ ହୃଦ୍ ଘାତ୍ ରେ ମରିବାର ଅଭିଯୋଗ ମିଳୁଥିଲା ବେଳେ ପ୍ରଶାସନ ଏ ଦିଗରେ ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.