BREAKING NEWS

ଛବିରେ ଭଲ ଖବର

ସେନ୍ତୁରିଆଣ

ସେଣ୍ଟୁରିଆନ୍ ବିଶ୍ଵ ବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସଂଗ୍ରାମ ସ୍ୱାଇଁ ଙ୍କ ନେତ୍ରୁତ ରେ ପାରା ମେଡିକାଲ କଲେଜ ର ଛାତ୍ର ଛାତ୍ରୀ ଛତିଆ ଜରା ଆଶ୍ରମ ରେ ଗୋଟିଏ ଦିନ ର ସେବା ଦିନରେ ଶତାଧିକ ବୃଦ୍ଧ ବୃଦ୍ଧା ଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା ସହ ସେବା ଦାନ କରିଥିଲା ବେଳେ ପ୍ରାୟ ଦୁଇଶହ ପଚାଶ ଜଣ ଅନ୍ତେବାସୀ ଓ କର୍ମଚାରୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମାନବିକ ଅଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ ଓ ସହଯୋଗ କରିଥିଲେ ସୁରେଶ ବିଶ୍ଵାଳ ଅଶୋକ ସ୍ୱାଇଁ ଦୀପକ ଆଚାର୍ଯ୍ୟ ଇଜିନିୟର ଜ୍ଞାନ ବାରିକ ପ୍ରମୁଖ ।

Leave A Reply

Your email address will not be published.

four × 1 =