ଚେତନାର ଚଉହଦୀରୁ ନିଆରା ନେତୃତ୍ଵ.? ମାନବବାଦ ଓ ଗାନ୍ଧୀ ଦର୍ଶନର ଅନନ୍ୟ ଅନୁଗାମୀ : ଜୟନ୍ତ ଦାସ
ଜନତା ର ସେବକ , ଜୟନ୍ତ ଦାସ
ବହୁମୁଖି ବିପୁଳ ବ୍ୟକ୍ତିତ୍ଵ ଅଧିକାରୀ ସେ,,
ବିପୁଳ ବ୍ୟକ୍ତିତ୍ଵ ର ବିନ୍ଦୁ ବଳୟ ଭିତରେ ବହୁଧା ବିସ୍ତାରିତ ତାଙ୍କର ଜୀବନ ଯାତ୍ରା । ସବୁଠି ସମାଜ ପାଇଁ କିଛି ଗୋଟେ ଭଲ କରିବାର ଅଦମ୍ୟ ଅଥଚ ନିରୀହ ଶିଶୁ ସୁଲଭ ଇଚ୍ଛା ଟିଏ । ସରଳତା ବନମ୍ରତା ର ବିରଳ ମଣିଷ ସେ ।
ଶିକ୍ଷାବିତ୍ ସେବାବୃତ୍ତ ଅତିରିକ୍ତ ସଚିବ ପାହ୍ୟା ର ଦକ୍ଷ ପ୍ରଶାସକ ଗାନ୍ଧିବାଦୀ ମାନବାଧିକାର ଅଧିବକ୍ତା ଉଚ୍ଚନ୍ୟାୟାଳୟ ର ଆଇନିଯିବି ସାରସ୍ଵତ ସାଧକ ଆଇନ ପୁସ୍ତକର ରଚୟିତା ସାମାଜିକ ଆନ୍ଦୋଳନ ର ସୂତ୍ରଧାର ସର୍ବୋପରି ଗାଁ ଙ୍କୁ ମନ ଭାରି ଭଲ ପାଉଥିବା ନିଷ୍କପଟ ଛଳ ଛଳ ମଣିଷ ଟି ହେଉଛନ୍ତି ଜୟନ୍ତ ଦାସ ।ଓଠ ରେ ସବୁ ବେଳେ ଝରି ଆସୁଥିବା ଧାରେ ହସ ଭିତରେ ଯେମିତି ସମସ୍ତ ଙ୍କୁ ଆପଣେଇ ନେବାର ବିଶାଲ ହୃଦୟ ଟି ଶ୍ରଦ୍ଧା ଆଉ ଭଲ ପାଇବାରେ ସବୁବେଳେ କୁଡ଼ୁ ବୁଡ଼ି ହେଇ ଥାଏ ।





???????? ????????? ???????? ???? ????????? ???? ??? ?? ?? ??????? ???????????



?







r