ବିଶେଷ ଖବର By voiceofcommons Last updated Jul 14, 2026 58 0 ଦାଢ଼ିଆ ଦେବତା ସତ୍ୟ ଦିନ ଦୁଃଖୀ କୁ କୋଳ ରେ ବସେଇ ତୁମ ପରି କିଏ ଖୋଇ ନାହିଁ,,, ଅରକ୍ଷିତ ପାଇଁ କାନ୍ଦି କାନ୍ଦି ଯିଏ ଦିନ ରାତି ଏଠି ଶୋଇ ନାହିଁ,,, ତୁମେ ଗଲା ପରେ ହେ ଦାଢିଆ ଦିଅଁ ତୁମ ପରି କିଏ ହୋଇ ନାହିଁ,,,ପର ପାଇଁ କାନ୍ଦି ଲୁହ ଦରିଆ ରେସାରା ରାଇଜ କୁ ଧୋଇ ନାହିଁ 🙏 0 58 Share