ବିଶେଷ ଖବର ରାଜ୍ୟ ରେ ବାୟୋମାଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ହେଲା By voiceofcommons Last updated Jun 13, 2025 28 0 ରାଜ୍ୟ ରେ ବାୟୋମାଟ୍ରିକ ଉପସ୍ଥାପନ କୁ କରାଗଲା ବାଧ୍ୟତାମୂଳକ ରାଜ୍ୟ ରେ ବୟୋ ମେଟ୍ରିକ୍ ଉପସ୍ଥାନ କୁ ପ୍ରତି କାର୍ଯ୍ୟାଳୟ ରେ କରାଗଲା ବାଧ୍ୟତାମୂଳକ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ସଙ୍କ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି ହେଲା । 0 28 Share