ନନ୍ଦନକାନନ ଥାନା ରଘୁନାଥପୁର ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ନାବାଳିକାର ଝିଅଟି ମୃତ । ରାସ୍ତା ପାରି ହୋଇ ସାଇକେଲରେ ଯାଉଥିବା ବେଳେ ମୋ ବସ୍ ଏହି ଦୁର୍ଘଟଣା ଘଟାଇଛି। ସ୍ଥାନୀୟ ଜନ ସାଧାରଣ ଓ ସମବେତ ଶୋକାକୁଳ ଲୋକ ଙ୍କ ଦ୍ଵାରା ରାସ୍ତା ସମ୍ପୂର୍ଣ ବନ୍ଦ୍ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ୩ ଟି ମୋ ବସ୍ କୁ ସ୍ଥାନୀୟ ଲୋକ ଅଟକ ରଖିଛନ୍ତି l