ଉପସ୍ଥାପିତ ହେଲା ରାଜ୍ୟର ଆୟ ବ୍ୟୟ ର ଅଟକଳ

ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଜେଟ ଅଟକଳ ର ପରିମାଣ ଦୁଇ ଲକ୍ଷ ୬୫ ହଜାର କୋଟି

୧ଲକ୍ଷ ୫୫ ହଜାର କୋଟି ଟଙ୍କା ର କାର୍ଯ୍ୟକ୍ରମ ବ୍ୟୟ

ଶ୍ରୀ ଜଗନ୍ନାଥ ମନ୍ଦିର ପାଣ୍ଠି ପାଇଁ ୫୦୦ କୋଟି ର କର୍ପସ ପାଣ୍ଠି

ଘଟଗାଁ ମା ତାରିଣୀ ଙ୍କ ପୀଠ ବିକାଶ ପାଇଁ ୫୦ କୋଟି ର ବ୍ୟୟ ବରାଦ

ଓଡ଼ିଆ ଅସ୍ମିତା ପାଇଁ ଦୁଇ ଶହ କୋଟି ର ବ୍ୟୟ ବରାଦ

ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଜାତୀୟ ଶସ୍ୟ ର ବ୍ୟବହାର ପାଇଁ। ୬୦୦ କୋଟି ର ବ୍ୟୟ ବରାଦ

ସୁଭଦ୍ରା ଯୋଜନା ପାଇଁ ଦଶ ହଜାର କୋଟି ଟଙ୍କା ବ୍ୟୟ ବରାଦ

୮୦ ବର୍ଷ ରୁ ଉର୍ଦ୍ଧ ଓ ୮୦ ପ୍ରତିଶତ ବା ତା ଠାରୁ ଅଧିକ ଭିନ୍ନକ୍ଷମ ଙ୍କ ପାଇଁ ୩୫୦୦ ଟଙ୍କା ର ଭତ୍ତା

ବିଦ୍ୟାଲୟ ଛାଡୁଥିବା ପିଲାଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଉପକୃତ ହେବେ ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ

ପର୍ଯ୍ୟଟନ କ୍ଷେତ୍ର କୁ ୮୦୦ କୋଟି

କୃଷି ପାଇଁ ୩୩ ହଜାର ୯୧୯ କୋଟି

ଚାଷୀ ଙ୍କ ପାଇଁ ୧୯୩୫ କୋଟି ର ସି ଏମ କିସାନ ଯୋଜନା

ଅନାଥ ଶିଶୁ ଙ୍କ ପାଇଁ ଯଶୋଦା ଯୋଜନା ରେ ୮୩ କୋଟି

ବିଜୁ ସ୍ବାସ୍ଥ୍ୟ ଯୋଜନା ବଦଳି ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏହା ସହ ରାଜ୍ୟ ରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

୨୪୬୨ କୋଟି ଟଙ୍କା ର ସ୍ବାସ୍ଥ୍ୟ ଭିତ୍ତିଭୂମି ର ବିକାଶ ପାଇଁ ମୁଖ୍ୟ ମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ

ମୋ ସ୍କୁଲ ହେଲା ପଞ୍ଚ ଶିକ୍ଷା ସେତୁ ଅଭିଯାନ ଦିଆଗଲା ୩୩୨ କୋଟି

୨୫ ଲକ୍ଷ ଲକ୍ଷପତି ଦିଦି ୨୦୨୭ ସୁଦ୍ଧା ସୃଷ୍ଟି ହେବେ

ଶିଶୁ ମହିଳା ବିକାଶ ପାଇଁ ୧୭୯୪୨ କୋଟି

କ୍ରୀଡା ର ବିକାଶ ପାଇଁ ଭୁବନେଶ୍ବର ରେ ନୂଆ ଷ୍ଟାଡିୟମ୍ ଦିଆଯିବ ୯୫୨ କୋଟି

Leave A Reply

Your email address will not be published.

two − 1 =