ଭଏସ ଅଫ କମନ୍ସ

ଶ୍ରୀମତୀ ସୀତା ରମନ୍ ଙ୍କ ସପ୍ତମ ବଜେଟ

ଅପରିବର୍ତ୍ତିତ ରହିଲା ଆୟକର ସୀମା

୦ ରୁ ୩ ଲକ୍ଷ -୦ ପ୍ରତିଶତ

୩ ରୁ ୭ ଲକ୍ଷ -୫ ପ୍ରତିଶତ

୭ ରୁ ୧୦- ୧୦ ପ୍ରତିଶତ

୧୦ ରୁ ୧୨-୧୫ ପ୍ରତିଶତ

୧୨ ରୁ ୧୫ -୨୦ ପ୍ରତିସତ୍

୨୦ ରୁ ଅଧିକ ୩୦ ପ୍ରତିଶତ

କୃଷି ପାଇଁ ୧.୫୨ ଲକ୍ଷ ଟଙ୍କାର ବଜେଟ୍ ଅଟକଳ

ପ୍ରଧାନ ମନ୍ତ୍ରୀ ଅନ୍ନ ଯୋଜନା ୫ ବର୍ଷ ବୃଦ୍ଧି

୪ କୋଟି ୧ ଲକ୍ଷ ଯୁବକ ଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ

ନ୍ୟାସନାଲ କୋଅପରେସନ ପଲିସ ଆଣିବାକୁ ଘୋଷଣା

୧୫୦୦୦ ହଜାର କୋଟି ଆନ୍ଧ୍ର କୁ ମିଳିବ

ପି ଏମ ଆବାସ ଯୋଜନାରେ ୩ କୋଟି ଘର

୬୩ ହଜାର ଆଦିବାସୀ ଗ୍ରାମ କୁ ଫୋକସ୍

୧୦ ଲକ୍ଷ ରୁ ୨୦ ଲକ୍ଷ କୁ ବଢିଲା ମୁଦ୍ରା ଯୋଜନା ର ଅର୍ଥ ରାଶି

ଓଡ଼ିଶା ରେ ପଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ମିଳିବ ଅର୍ଥ

ଆୟକର ରେ ଷ୍ଟାଣ୍ଡଡ଼ ଡିଡକ୍ସନ ହେଲା ୭୫୦୦୦

ବିଧାନସଭା ଖବର

ଦିବଂଗତ ବିଧାନ ସଭା ର ସଦସ୍ୟ ସମାଜସେବୀ ଦେଶ ପାଇଁ ଶହୀଦ ହୋଇଥିବା ଆରକ୍ଷୀ ଙ୍କ ସ୍ମୃତି ରେ ବିଧାନ ସଭା ରେ ଉଭୟ ସରକାରୀ ବିରୋଧୀ ଦଳ ର ଶ୍ରଦ୍ଧାଞ୍ଜଳି

ନବୀନ ଙ୍କ ସମେତ ବି ଯେ ଡି ସଦସ୍ୟ ସଦସ୍ୟା ଙ୍କ କକ୍ଷ ତ୍ୟାଗ

Leave A Reply

Your email address will not be published.

two − one =