Daily Archives

July 8, 2026

କେବେ ବଦଳିବ - ଦେଶ କେବେ ବଦଳିବେ ନେତା ଦେଶ କୁ ପରାଧୀନ କରିବାକୁ ବିଦେଶୀ ଶକ୍ତି ର ଆବଶ୍ୟକତାନାହିଁ । ନିଜ ଦେଶ ର ଥିବା ବିଶ୍ୱାସ ଘାତକମାନେ ହିଁ ଏଥିଲାଗି ଯଥେଷ୍ଟ । ଯାହା ସେମାନେ ଆଗରୁ ହଜାର ହଜାର ଥର ପ୍ରମାଣ କରି ଦେଖାଇ ସାରିଛନ୍ତି ।ନିଜର ସିଂହାସନ ଭୋଗ ବିଳାସ ଧନ