Browsing Category

ଅଳ୍ପ ଖବର

ମା ଲାଗିଛନ୍ତି ମୁଲ – ସଂଘର୍ଷ ଭିତରେ ଦିବ୍ୟା ଆ ଇ ପି ଏସ ରୁ ହେଲେ ଆ ଏଇ ଏସ

କଠିନ ପରିଶ୍ରମ କେବେ ବି ବୃଥାଯାଏ ନାହିଁ ବୋଲି ପ୍ରମାଣିତ କରିଛନ୍ତି ହରିୟଣା ମହେନ୍ଦ୍ରଗଡ୍ ର ଝିଅ ଦିବ୍ୟା ତନୱାର୍। ପ୍ରତିକୁଲତାର ପାହାଡ଼ ଲଦି ହୋଇପଡିଲେ ବି ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ି କିଛି ଗୋଟେ ନୂଆ କରିବା ଲାଗି ସେ ନେଇ ଥିବା ଶପଥ କୁ ଏଇ ବର୍ଷ ଆଇ ଏ ଏସ ପାଇ ସେ ଦେଖେଇ