୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଫୁଲନଖରା ଡେପୁଟି ରେଞ୍ଜର ମୌସୁମୀ ବେହେରା
ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା
ଲାଞ୍ଚ ନେବାବେଳେ ଡେପୁଟି ରେଞ୍ଜର ମୌସୁମୀ ବେହେରା ଧାରା ପଡ଼ିଲେ ।
ବୃକ୍ଷରୋପଣ ସ୍ଥଳର ରକ୍ଷଣାବେକ୍ଷଣ, ଜଗାରଖା ଓ ସାର ପ୍ରୟୋଗ ବାବଦ ବିଲ୍ ମଞ୍ଜୁର କରିବା ପାଇଁ ନିଜ ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଥିଲା ବେଳେ
ଏହି ଆଧାରରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଦୁର୍ନୀତି ବିବରଣ ବିଭାଗ ଦ୍ୱାରା ଜବତ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଅର୍ଜନ କରିଛନ୍ତି କି ନାହିଁ ଜାଣିବା ଲାଗି ଦୁଇଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।
ଘଟଣାରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।