ଭାରତ ପୃଥିବୀ ର ଷଷ୍ଠ ସବୁଠୁ ଅଧିକ ପ୍ରଦୂଷିତ ରାଷ୍ଟ୍ର,,

ପାକିସ୍ଥାନ ବିଶ୍ୱ ର ସବୁଠୁ ଅଧିକ ପ୍ରଦୂଷିତ ଦେଶ

୨୦୨୫-୨୬ ର ତଥ୍ୟ ଅନୁସାରେ ବିଶ୍ଵ ର ସବୁଠୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ତାଲିକା ର ଶୀର୍ଷ ରେ ପାକିସ୍ଥାନ ଥିଲା ବେଳେ ଦକ୍ଷିଣ ଏସିଆ ବହୁ ଦେଶ ଏହି ଅପବାଦ ର ତାଲିକା ରେ ରହୁଛନ୍ତି i

ଦ୍ୱିତୀୟ ରେ ବାଂଲାଦେଶ
ତୃତୀୟ ରେ ତାଜକସ୍ଥାନ
ଚତୁର୍ଥ ରେ ଛାଦ
ପଞ୍ଚମ ରେ କଙ୍ଗୋ
ଷଷ୍ଠ ରେ ଭାରତ
ସପ୍ତମ ରେ ବାହାରିନ
ଅଷ୍ଟମ କ୍ୱେତ
ନବମ ରେ ୟୁ ଏ ଇ
ଦଶମ ରେ ନେପାଳ ରହିଛି ।


ବାୟୁ ପ୍ରଦ୍ୟୁଷଣ ର ଆଧାର ଉପରେ ପ୍ରସ୍ତୁତ ହୋଇଥିବା ତାଲିକା ଆଧାର ରେ ବାହାମାସ ସବୁଠାରୁ କମ୍ ପ୍ରଦୂଷଣ ଥିବା ରାଷ୍ଟ୍ର ମାନଙ୍କ ଭିତରେ ପ୍ରଥମ ରେ ରହିଛି ।


ଫ୍ରେଞ୍ଚ ପଲିନେସିଆ
ମରିସସ
ଆଇସି ଲ୍ୟାଣ୍ଡ
ପ୍ରଭୁତି ଦେଶ ଗୁଡିକ ମଧ୍ୟ ଯଥାକ୍ରମେ ଦୁତୀୟ ତୃତୀୟ ଚତୁର୍ଥ ସ୍ଥାନ ରେ କମ୍ ପ୍ରଦୂଷିତ ରାଷ୍ଟ୍ର ଭାବେ ତାଲିକା ରେ ସ୍ଥାନ ପାଇଛି

Leave A Reply

Your email address will not be published.